Spread the love

କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ହାତୀ ମୃତ୍ୟୁ ଥମିବାର ନା ଧରୁନି। ଯାହାପାଇଁ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କୁ ବିଭିନ୍ନ ମହଲରୁ ସମାଲୋଚନା ର ଶିକାର ହେବାକୁ ପଡୁଛି। ସେହିଭଳି ଚମ୍ପୁଆ ରେଞ୍ଜ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ମାଈହାତୀ ର ଗଳିତ ମୃତଦେହ ଉଦ୍ଧାର ଘଟଣା ରେ ମଧ୍ଯ ଅନୁରୂପ ଭାବେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଓ ଚମ୍ପୁଆ ରେଞ୍ଜର ଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଥିଲା। ଯାହାକୁ ନେଇ କେନ୍ଦୁଝର ଡିଏଫ୍ଓ ଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେ଼ଇ ସୂଚନା। କାର୍ଯ୍ୟନୁଷ୍ଠାନ ସ୍ୱରୂପ ଚମ୍ପୁଆ ରେଞ୍ଜର ଙ୍କ ବିରୁଦ୍ଧରେ ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟ ସରକାର ଙ୍କୁ ଆବେଦନ। କାର୍ଯ୍ୟରେ ଅବହେଳା ନେଇ ଫରେଷ୍ଟର ଙ୍କୁ ନିଲମ୍ବନ। ଫରେଷ୍ଟ ଗାର୍ଡ ଙ୍କୁ କାରଣ ଦର୍ଶାଅ ନୋଟିସ୍ ସହିତ ବିଦ୍ୟୁତ ବିଭାଗ ନାଁ ରେ ଥାନାରେ ଏତଲା ହୋଇଥିବା ସୂଚନା

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *