Spread the love

ରାୟଗଡା – ଆଜି ରାୟଗଡା ର ତେଜସୀ ଆନ୍ତର୍ଜାତିୟ ହୋଟେଲ ରେ ରୁଷିଆ ର ମସ୍କୋ ରିସର୍ଚ ବିଶ୍ବବିଦ୍ୟାଳୟ ଓ ଉତ୍କଳ ଆଇନ ମହାବିଦ୍ୟାଳୟର ମିଳିତ ଉଦ୍ୟମ ରେ ଆନ୍ତର୍ଜାତିକ ସେମିନାର ଅନୁଷ୍ଠିତ ହୋଇଥିଲା ଏଥିରେ ମସ୍କୋ ରିସର୍ଚ ବିଶ୍ବବିଦ୍ୟାଳୟ ତରଫରୁ ନିୟୁର୍କ ରୁ ପ୍ରଫେସର ଲେଚି ୟୋନା ଓ ପ୍ରଫେସର କେଲି ଓଆଜି ଲଣ୍ଡନ ରୁ ପ୍ରଫେସର କେରିଲିଏ ଫକ୍ସ ଯୋଗ ଦେବାର ଥିବାବେଳେ ସ୍ତାନିୟ ରାୟଗଡା ସ୍ଵଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଃ ଦୁଷ୍ମନ୍ତ ମହାନ୍ତି ଡଃ ପ୍ରସନ୍ନ ଗନ୍ତାୟତ ଯୋଗ ଦେଇ ଆଇନ ର ସମାଜ ରେ ଉପଯୋଗିତା ବିଷୟରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଏଥିରେ ଉତ୍କଳ ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଅଶୋକ କୁମାର ମିଶ୍ର ସଭାପତିତ୍ବ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶାର ତିନି ଜଣ କୁଂ ସମ୍ମାନ ଜନକ ଭାବରେ ଡକ୍ଟରେଟ ଉପାଧି ରେ ଶିକ୍ଷା କ୍ଷେତ୍ର ରେ ମା ହୀରା ନୀଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ର ବରିଷ୍ଠ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ କେଦାଂରପଡା ର ସରୋଜ କୁମାର ପ୍ରଧାନ ଓ ଉଦ୍ୟୋଗୀ କ୍ଷେତ୍ର ରେ ଭୁବନେଶ୍ଵର ର ସ୍ଵାତୀ ସାମନ୍ତରାୟ କୁଂ ସମ୍ମାନିତ କରାଯିବା ସହିତ ବେଷ୍ଟ ଆଚିଭର ଭାବେ ଯାଜପୁର ର ରାଜ୍ଯ ସ୍ତରିୟ ସାମ୍ବାଦିକ ସ୍ବରୁପ ମହାନ୍ତି କଳା ଓ ସିନେମା କ୍ଷେତ୍ର ରେ ଗଜେନ୍ଦ୍ର ବେହେରା ଓ ସମାଜ ସେବା କ୍ଷେତ୍ରରେ ଆର କେ ସାହୁକାର ରାୟଗଡା କୁଂ ପୁରସ୍କାର ମାନପତ୍ର ଓ ଉପଢୌକନ ଅତିଥିମାନଙ୍କ ଦାରା ପ୍ରଦାନ କରାଯାଇଥିଲା।

ମଞ ପରିଚାଳନା ମହେଶ୍ବତା ପାଣିଗ୍ରାହୀ କରିଥବା ବେଳେ ଧନ୍ୟବାଦ ଅର୍ପଣ ଶିବ ପ୍ରସାଦ ମିଶ୍ର ଡିନ୍ ଉତ୍କଳ ଆଇନ ମହାବିଦ୍ୟାଳୟର କରିଥିଲେ ।

କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *