କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋସିଆଲ ମିଡିଆରେ ଅପପ୍ରଚାରକୁ ନେଇ ଅନୁଗୋଳ ଭାଜପାର ତୀବ୍ର ନିନ୍ଦା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋସିଆଲ ମିଡିଆରେ ଅପପ୍ରଚାରକୁ ନେଇ ଅନୁଗୋଳ ଭାଜପାର ତୀବ୍ର ନିନ୍ଦା

★ଧର୍ମେନ୍ଦ୍ରଙ୍କ ସ୍ୱଚ୍ଛତା ଓ ଦକ୍ଷତା ବିରୋଧୀଙ୍କ ପାଇଁ ଅସହ୍ୟ ।
★ ବିରୋଧୀଙ୍କୁ ଅନୁଗୋଳ ଭାଜପାର ଖୋଲା ଚ୍ୟାଲେଞ୍ଜ – ଦମ୍ ଅଛି ତ ଦସ୍ତାବିଜ୍ ଦେଖାଅ
★ ଲେଲିନ ମହାନ୍ତି ଓ ସୁଲତା ଦେଓଙ୍କ ବୟାନ ହାସ୍ୟାସ୍ପଦ।

★ ସୋସିଆଲ ମିଡିଆକୁ ମାଧ୍ୟମ କରିଛନ୍ତି ବିରୋଧୀ

ଅନୁଗୋଳ /ତାଳଚେର 3/6/2026: – ଅନୁଗୋଳ ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶା ରତ୍ନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାମାଜିକ ଗଣମାଧ୍ୟମରେ ଆମେରିକାର ମେଲରୋଜ୍ ଠାରେ ଥିବା ରାଜେନ୍ଦ୍ର ମହାପାତ୍ରଙ୍କର ଏକ ଘରକୁ ନେଇ ବିରୋଧୀ ମାନେ ଯେଭଳି ଅପପ୍ରଚାର କରି ତାଙ୍କ ଛବି ଖରାପ କରିଛନ୍ତି ତାହାକୁ ନେଇ ଅନୁଗୋଳ ଭାଜପା ପକ୍ଷରୁ ତୀବ୍ର ନିନ୍ଦା କରିବା ସହ ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି ଅନୁଗୋଳ ଜିଲ୍ଲା ଭରତୀୟ ଜନତା ପାର୍ଟି। ଭାଜପା ପକ୍ଷରୁ କୁହା ଯାଇଛି ଯଦି ଦମ୍ ଅଛି ସତ୍ୟା ସତ୍ୟ ଥିବା ଦସ୍ତାବିଜ୍ ଦେଖାଅ।ସୋସିଆଲ ମିଡିଆ ମାଫିଆ ଏବଂ ନ୍ୟସ୍ତ ସ୍ୱାର୍ଥ କିଛି ବିରୋଧୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପରିବାର ଛବିକୁ ନଷ୍ଟ କରିବା ପାଇଁ ମିଥ୍ୟା ଓ ମନଗଢ଼ା କାହାଣୀ ଅପପ୍ରଚାର ଚଳାଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅନୁଗୋଳ ଜିଲ୍ଲା ଭାଜପା ପକ୍ଷରୁ କୁହାଯାଇଛି। ଏନେଇ ଭାଜପା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱଚ୍ଛତା ଓ ଦକ୍ଷତାକୁ ସହ୍ୟ କରି ପାରୁନାହାନ୍ତି, ଦୀର୍ଘ ବର୍ଷ ଧରି ଇଂରେଜ ମାନଙ୍କର ଦ୍ୱାରା ପ୍ରଦତ୍ତ ଶିକ୍ଷା ବ୍ୟବସ୍ଥା ଚାଲି ଆସିଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ସଂକୃତି ଆଧାରରେ ନୂତନ ଶିକ୍ଷାନୀତି 2020 କୁ ଦେଶରେ ସଠିକ ଭାବେ ଲାଗୁ କରାଇ ପାରିଥିବାରୁ ଦେଶ ବିରୋଧୀ ଆମ ସଂକୃତି ବିରୋଧୀ ଗୋଷ୍ଠୀ ବିଭିନ୍ନ ଅପପ୍ରଚାର ରେ ମାତି ଛନ୍ତି |ତେଣୁ କିଛି ସୋଶିଆଲ ମିଡିଆ ଓ ଗଣ ମାଧ୍ୟମକୁ ଧରି ମିଥ୍ୟା ଅପ ପ୍ରଚାର ଚଳାଇଛନ୍ତି କିନ୍ତୁ କିଛି ଫରକ ପଡ଼ିବ ନାହିଁ |ବିଜେଡ଼ି ମୁଖପାତ୍ର ଲେଲିନ ମହାନ୍ତି ଓ ରାଜ୍ଯ ସଭା ସଦସ୍ୟା ସୁଲତା ଦେଓ ଯେଭଳି ଢ଼ଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବୟାନବାଜି ଦେଉଥିଲେ ତାହା ହାସ୍ୟାସ୍ପଦ। କାରଣ ତାଙ୍କ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କିଛି ମାସ ତଳେ ଏକ ସଭାରେ ଦ୍ୱିଧା ନ ରଖି ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ଯଧାରା ଓ ଓଡ଼ିଶା ପାଇଁ ତାଙ୍କ ଅବଦାନ କଣ ସର୍ବ ସମ୍ମୁଖରେ ମନର ଭାବନାକୁ ପ୍ରକାଶ କରି ପ୍ରଶଂସା କରିଥିଲେ।ଆଉ କହିଥିଲେ ଯେ ମୁଁ ବିରୋଧୀ ହେଲେ ମଧ୍ୟ ଧର୍ମେନ୍ଦ୍ର ବାବୁଙ୍କୁ ପ୍ରଶଂସା ନ କରି ରହି ପାରୁନି କାରଣ ମୁଁ ଜାଣିଚି ଯେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ଦାୟିତ୍ଵ କଣ ଆଉ ସମୟ କେତେ ତଥାପି ଓଡ଼ିଶା ପାଇଁ ସଦା ସର୍ବଦା ସମୟ ଦେବା ଏବଂ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ତଥା ବିଦେଶରୁ ଅର୍ଥ ଓଡ଼ିଶାରେ ବିନିଯୋଗ କରିବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ।ତାଙ୍କ ଭୂମିକା ଆଉ କାର୍ଯ୍ଯ ଧାରାକୁ ଯେତେ ପ୍ରଂଶସା କଲେ କମ୍ ହେଵ ବୋଲି ଶ୍ରୀ ଆଚାର୍ଯ୍ୟ ସଭାରେରେ ମତ ପ୍ରକାଶ କରିଥିଲେ।,ସେହିଭଳି ବହୁ ବିରୋଧୀ ଦଳ ର ନେତା ଧର୍ମେନ୍ଦ୍ର ପ୍ରଧାନ ଙ୍କ ବିକାଶ ମୂଳକ କାର୍ଯ୍ୟ କୁ ନେଇ ପ୍ରଶଂସା କରିଛନ୍ତି |ତେଣୁ ଲେଲିନ ମହାନ୍ତି ଓ ସୁଲତା ଦେଓ ତାଙ୍କ ଦଳର ବରିଷ୍ଠ ନେତାଙ୍କ ଠାରୁ ବୁଝିବା ଆବଶ୍ୟକ ବୋଲି ଶ୍ରୀ ବାରିକ ପ୍ରକାଶ କରିଛନ୍ତି।
ତଥ୍ୟ ଆଧାରରୁ ଜଣା ପଡିଛି ଯେ ମେଲରୋଜ୍‌ରେ ରହୁଥିବା ରାଜେନ୍ଦ୍ର ମହାପାତ୍ର,ଯାହାଙ୍କ ଧର୍ମପତ୍ନୀଙ୍କ ନାମ କୋମଳ ମହାପାତ୍ର,ଏହି ଦମ୍ପତ୍ତିଙ୍କର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ତାଙ୍କ ପରିବାରର କୌଣସି ସାମାଜିକ, ବ୍ୟକ୍ତିଗତ ବା ପାରିବାରିକ ସମ୍ପର୍କ ନାହିଁ। ଏହି ଦମ୍ପତି ବିଗତ ଅନେକ ବର୍ଷ ହେବ ଆମେରିକାରେ ରହି ସେଠାରେ ବ୍ୟବସାୟ କରୁଛନ୍ତି।ଅନ୍ୟ ଜଣେ ବ୍ୟକ୍ତି, ଯାହାଙ୍କ ନାମ ରାଜେନ୍ଦ୍ର କୁମାର ମହାପାତ୍ର, ଗ୍ରାମ – ମାଣିକମରା,ଧର୍ମପୁର, ତାଳଚେର,ଅନୁଗୁଳ, ଓଡ଼ିଶାର ଏବଂ ତାଙ୍କ ପତ୍ନୀଙ୍କ ନାମ ଆରତୀ ମହାପାତ୍ର ଯାହାକି ସେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପରିବାରର ପରିଚିତ ଅଟନ୍ତି।କିନ୍ତୁ ତାଙ୍କର ଏହି ସମ୍ପତ୍ତି ସହ ତାଙ୍କର କୌଣସି ସମ୍ପର୍କ ନାହିଁ କି କେବେହେଲେ ଆମେରିକା ଦେଖି ନାହାଁନ୍ତି କିମ୍ବା ଆମେରିକାର ମେଲରୋଜରେ ରହୁଥିବା ଦମ୍ପତିଙ୍କ ସହ ତାଙ୍କର ମଧ୍ୟ କୌଣସି ସମ୍ପର୍କ ନାହିଁ। ବିଶେଷ କରି କ୍ରୋଏସିଆରୁ ପରିଚାଳିତ “McLeanToQuantico” ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ମିଥ୍ୟା ଖବରକୁ ସକ୍ରିୟତାର ସହ ପ୍ରଚାର ପ୍ରସାର କରୁଛି।ରାଜନୈତିକ ଉଦ୍ଦେଶ୍ୟ ନେଇ ଏହି ସୋସିଆଲ ମିଡ଼ିଆ ଅଧାରକୁ ଅସ୍ତ୍ର କରି ବିରୋଧୀ ଅପପ୍ରଚାର ଚଳାଇବା ଘୋର ନିନ୍ଦନୀୟ। ଯଦି ସତ ସାହସ ଅଛି ପ୍ରକୃତ ତଥ୍ୟ, ସରକାରୀ ରେକର୍ଡ ଏବଂ ଦସ୍ତାବିଜ ଦେଖାଇ ବୟାନ ଦିଅ ବୋଲି ଅନୁଗୋଳ ଭାଜପା ଦାବୀ କରିଛି। ଅପରପକ୍ଷରେ ସୋସିଆଲ ମିଡିଆରେ ରଚା ଯାଇଥିବା ଷଡ଼ଯନ୍ତ୍ରକୁ ସିନିୟର୍ ପ୍ରଫେସର ଡକ୍ଟର ଆର୍. ଜୟ ରାମନ ନିଜେ ଭିଡିଓ ମାଧ୍ଯମରେ ତାର ପର୍ଦ୍ଦାଫାସ କରିଛନ୍ତି।ଆଉ ପ୍ରଫେସରଙ୍କ ଏହି ସ୍ପଷ୍ଟିକରଣରୁ ଜଣା ପଡୁଛି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛବିକୁ ଖରାପ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଜିଲ୍ଲା ଭାଜପା ପକ୍ଷରୁ କୁହାଯାଇଛି।ଏହି ଅପ ପ୍ରଚାରକୁ ଜିଲ୍ଲା ବିଜେପି ପକ୍ଷରୁ ଘୋର ନିନ୍ଦା କରାଯାଇଛି |

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech