ତାଳଚେର ମେଡ଼ିକାଲ କଲେଜ ପ୍ରସଙ୍ଗଜାଲ ପ୍ରମାଣପତ୍ର ନିଯୁକ୍ତିକୁ ନେଇ ଭିଜିଲାନ୍ସ ଟିମ୍ ତନାଘନା

ତାଳଚେର ମେଡ଼ିକାଲ କଲେଜ ପ୍ରସଙ୍ଗ
ଜାଲ ପ୍ରମାଣପତ୍ର ନିଯୁକ୍ତିକୁ ନେଇ ଭିଜିଲାନ୍ସ ଟିମ୍ ତନାଘନା
ତାଳଚେର, ୦୯/୦୬ ତାଳଚେର ମେଡ଼ିକାଲ କଲେଜ ସରକାରୀ ଚିକିତ୍ସାଳୟରେ (ପିଏମପିଜିଏଚ୍‌)ରେ ଷ୍ଟାପନର୍ସ ନିଯୁକ୍ତିର କେଳେଙ୍କାରୀ ସଂଖ୍ୟା ୨୪ରୁ ବୃଦ୍ଧି ପାଇ ପ୍ରାୟ ଶହେ ଜଣ ଜାଲ ପ୍ରମାଣପତ୍ର ଦେଇ ଷ୍ଟାପନର୍ସ ନିଯୁକ୍ତି ପାଇଥିବା କୁହାଯଉଥିବା ବେଳେ ଆଜି ଓଡ଼ିଶା ସରକାର ଅନୁଗୋଳ ଭିଜିଲାନ୍ସ ଏକ ଟିମ୍ ଓ ଏମସିଏଲର ଭିଜିଲାନ୍ସ ଟିମ ଅନୁଗୋଳ ଓ ତାଳଚେରରେ ପଂହଚି କାଗଜପତ୍ର ତନାଘନା କରିବା ସହିତ ନିଯୁକ୍ତି ପାଇଥିବା ଷ୍ଟାପନର୍ସ ମାନଙ୍କର ସମସ୍ତ ସାର୍ଟିଫିକେଟ ଯାଂଚ କରାଯାଉଥିବା ଘଟଣା କର୍ତୁପକ୍ଷଙ୍କ ମହଲରେ ଚିନ୍ତା ବଢ଼ାଇ ଦେଇଥିବା -କୁହାଯାଉଛି । ଏହି ପ୍ରକ୍ରିୟାରେ ଏମସିଏଲର କିଛି ଅସାଧୁ ଅଧିକାରୀ ଏବଂ ଦଲାଲଙ୍କ ସହାୟତାରେ ଏଭଳି ସଙ୍ଗୀନ ଘଟଣାକୁ ୪ଦିନ ହେବ ଅଂଚଳରେ ଚହଳ ପକାଇ ଦେଇଛି । ଉକ୍ତ ଚିକିତ୍ସାଳୟରେ ନର୍ସ ଅଭାବରୁ ରୋଗୀସେବା ବର୍ତମାନ ବ୍ୟାହତ ହୋଇଛି । ଆଜି ଉକ୍ତ ଭିଜିଲାନ୍ସ ଟିମ ଦିନ ୧୨ଘଟିକା ସମୟରେ ପରୋକ୍ଷ ଭାବରେ ଅନୁଗୋଳ ଏବଂ ତାଳଚେରରେ ପଂହଚି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଜବତ କରିଛନ୍ତି । ଏପରିକି, କିଛି ଅସାଧୁକର୍ମଚାରୀ ବାୟୋମେଟ୍ରିକ ଟିପ୍ ଚିହ୍ନରୁ ଧରାପଡ଼ିଯିବା ଆଳରେ ସେଥିରୁ ସମସ୍ତ ଡ଼ାଟାକୁ ଗାଏବ କରି ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ସୂଚନା ମୂତାବକ, ୨୦୨୩ ମସିହାରେ ଏହି ମେଡ଼ିକାଲରେ ଷ୍ଟାଫନର୍ସ ଓ ବିଭିନ୍ନ ପଦପଦବୀ ପାଇଁ ଏକ ଘରୋଇ କମ୍ପାନୀକୁ ଏମସିଏଲ ପକ୍ଷରୁ ଟେଣ୍ଡର ଡ଼କାଯାଇଥିବା ବେଳେ ୨୦୨୫-୨୬ରେ ଆଉ ଏକ ଘରୋଇ ସଂସ୍ଥାକୁ ଏହି ଦାୟୀତ୍ୱ ଦିଆଯାଇଥିଲା । ତେବେ ୨୦୨୩ରେ ସମ୍ପୃକ୍ତ ଠିକାମ୍ପାନୀ ୮୦% ପଦବୀ ପୂରଣ କରିଥିବା ବେଳେ ୨୦୨୫-୨୬ରେ ଅନ୍ୟ ଘରୋଇ କମ୍ପାନୀ ଅବଶିଷ୍ଟ ପଦପଦବୀ ପୂରଣ କରିଥିଲା । ସେହି ସମୟରେ ଏହି ଷ୍ଟାପମାନଙ୍କ ଠାରୁ ଏକାଧିକ ପ୍ରଭାବଶାଳୀ ଓ ବାହୁବଳୀ ବ୍ୟକ୍ତି ଏମାନଙ୍କ ଠାରୁ ୨ରୁ ୩ଲକ୍ଷ ଟଙ୍କା ନେଇ ଅତି ତରିବରିଆଭାବେ ନିଯୁକ୍ତି ପ୍ରଦାନ କରିଥିବା ଘଟଣା ସେହି ସମୟରେ ଆଲୋଚନାର ମୁଖ୍ୟପ୍ରସଙ୍ଗ ହୋଇଥିଲା । ଏହି ନିଯୁକ୍ତିକି ପ୍ରଥମେ ତାଳଚେରର ଶିକ୍ଷିତ ଯୁବକ, ଯୁବତୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଅଗ୍ରାଧିକାରରେ ସ୍ଥାନୀୟ ଯୁବପିଢ଼ୀଙ୍କୁ ନିଯୁକ୍ତି ଦେବାକୁ ତାଳଚେର ଜନବିକାଶ କଲ୍ୟାଣ ସଂଘ ଆଉଟ ସୋସିଙ୍ଗ ସଂସ୍ଥାକୁ ବିରୋଧ କରିଥିଲେ ଏବଂ ଏହା ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା । କିନ୍ତୁ କେଳେଙ୍କାରୀରେ ସ୍ଥାନୀୟ ଦଲାଲଙ୍କ ସମ୍ପୃକ୍ତି ଥିବା ହେତୁ କେହି ମୁହଁ ଖୋଲିନଥିôଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶାର ଅନ୍ୟ ଜିଲ୍ଳାରେ ଗଢ଼ି ଉଠିଥିବା ମେଡ଼ିକାଲ କଲେଜ ଗୁଡ଼ିକରେ ଓଏସ୍‌ଏସ୍ (ସରକାରୀ) ଜରିଆରରେ ନିଯୁକ୍ତି ଦିଆଯାଉଥିବା ପରିବର୍ତେ କିପର ତାଳଚେର ମେଡ଼ିକାଲକଲେଜରେ ଏମସିଏଲ ପକ୍ଷରୁ ଝାଡ଼ଖଣ୍ଡ ସ୍ଥିତ କମାଣ୍ଡୋ ଇଣ୍ଡଷ୍ଟ୍ରିଆଲ ଫୋର୍ସ ନାମକ ଏକ ଘରୋଇ କମ୍ପାନୀ ଆଉଟ ସୋର୍ସିଙ୍ଗ ଷ୍ଟାପନର୍ସଙ୍କୁ ନିଯୁକ୍ତି କରିଥିଲା । ତେବେ ଏହି ଘଟଣାକୁ କେନ୍ଦ୍ରକରି ନେଇ ଆଜି ଭିଜିଲାନ୍ସ ଟିମ ପଂହଚି ତନାଘନା ଚଳାଇଥିବା ଜଣାପଡ଼ିଛି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech