ବ୍ରାହ୍ମଣୀ ନଦୀ ରେ ବୁଡି ଯୁବକ ମୃତ୍ୟୁ।
ଅନୁଗୁଳ ଜିଲ୍ଲା ସମଲ ଥାନା ସିଲିଂ ଠାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ମୃତ ଯୁବକ ସିଲିଂ ଗ୍ରାମର ମିଟୁ ଦେହୁରୀ। ରାତିରୁ ନଦୀକୁ ଡଙ୍ଗା ଦ୍ୱାରା ମାଛ ମାରିବାକୁ ଯାଇ ନ ଫେରିବାରୁ ପରିବାର ଲୋକ ଖୋଜିଥିଲେ।ଘଟଣାସ୍ଥଳରେ ସମଲ ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ।ବ୍ରାହ୍ମଣୀରେ ବାରମ୍ବାର ନଦୀରେ ବୁଡି ମୃତ୍ୟୁ ଘଟଣା ଘଟୁଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ନଦୀର ବିଭିନ୍ନ ସ୍ଥାନରେ ସଚେତନତା ବୋର୍ଡ ଲଗାଯାଇଛି।କଣିହାଁ ରୁ ସୁନୀଲ କୁମାର ସାମଲ,
{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false} 