Spread the love

କାଲି ପୁରୀରେ ୪ଟାରେ ରଥଟଣା


ପୁରୀ: ଆସନ୍ତା କାଲି ୪ଟାରେ ରଥଟଣା ନେଇ ନୀତି ନିର୍ଘଣ୍ଟ ହୋଇଛି। ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ପକ୍ଷରୁ ଜାରି ହେଲା ସୂଚନା । କାଲି ସକାଳ ୯ଟାରେ ରଥ ପ୍ରତିଷ୍ଠା, ସାଢ଼େ ୯ରୁ ସାଢ଼େ ୧୨ ପହଣ୍ଡି । ୨ଟାରୁ ୩ଟା ଭିତରେ ଛେରା ପହଁରା ପରେ ୪ଟାରୁ ରଥ ଟଣାହେବ ବୋଲି ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *