Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସାହ୍ଳେପାଲି ଗ୍ରାମ ର ନାମ ଯଜ୍ଞ  ନଗର କୀର୍ତ୍ତନ ସହିତ ଉଦଯାପିତ 

ଜେ. ବି. ଏନ୍ (୨୭/୦୨ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ),

ଅମ୍ବାଭୋନା :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୌନାତୋରା ଗ୍ରାମପଞ୍ଚାୟତ ସାହ୍ଳେପାଲି ଗ୍ରାମ ରେ ୨୧ତମ ନାମ ଯଜ୍ଞ ନଗର କୀର୍ତ୍ତନ ସହିତ ଉଦଯାପିତ ହୋଇଯାଇଛି । ପୂର୍ଣାହୁତି ଦିନ  ଘୁଘୁରାପାଲି,ବୁଢିପାଲି,ଛତିଶଗଡ କଚନପୁର ସଂକୀର୍ତ୍ତନ୍ଯ ଦଳ ଯୋଗ ଦେଇ ନଗର ଭ୍ରମଣ କରିଥିଲେ । ଗ୍ରାମ ର ଗୌନ୍ତିଆ ସୁରେନ୍ଦ୍ର ନାଏକ ଓ ତାଙ୍କର ପତ୍ନୀ କୌଶଲ୍ଯ ନାଏକ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଜୟମନି ରଥ,ନୃପ ଦାସ ଦୁଲ୍ଳଭ ଦାସ ପୂଜା ପାଠ କରିଥିଲେ । ଯଜ୍ଞ ର ପ୍ରଥମ ଦିନ ଗ୍ରାମ ର ଦେଗିଆଁ ପୋଖରୀ ରୁ ପୂର୍ଣ କଳସ ଭର୍ତ୍ତି କରି ଏକ ବିଶାଳ ଶୋଭାଯାତ୍ରାରେ ଯଜ୍ଞ ସ୍ଥଳ କୁ ପହଞ୍ଚିଥିଲେ । ଗ୍ରାମ ର ସ୍ବେଚ୍ଛାସେବୀ ଯୁବକ ଓ ବରିଷ୍ଠ ନାଗରିକ ପରିଚାଳନା ରେ ସହଯୋଗ କରିଥିଲେ ।