ଶୁକ୍ରବାରର ଯାଜପୁରରେ ଭାରତ ବନ୍ଦର ବିବରଣୀ : ଖୋଲିଲାନି ଦୋକାନ ବଜାର

ଜେ ବି ଏନ, ୨୭/୦୨ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର, ଭାରତ ବନ୍ଦ ଡାକରା କୁ ସମର୍ଥନ ଜଣାଇ ଯାଜପୁର ର ବିଭିନ୍ନ ବ୍ୟବସ୍ଥାୟିକ ଅନୁଷ୍ଠାନ ନିଜ ନିଜର ଅନୁଷ୍ଠାନ ବନ୍ଦ ରଖିଥିବା ଜଣାପଡିଛି। ତେବେ ସୂଚନା ମୁତାବକ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୁଆ g s t ନିୟମ କୁ ବିରୋଧ କରି ବିଭିନ୍ନ ବ୍ୟବସ୍ଥାୟିକ ଅନୁଷ୍ଠାନ ଏହି ପାଳନ ଡାକରା ଦେଇଛନ୍ତି। ତେବେ ଯାଜପୁର ଜିଲ୍ଲାର ବିଂଝାରପୁର , ସିଂହପୁର, ବାଳମୁକୁଳୀ, ଯାଜପୁର, ପାଣିକୋଇଲି, ଯାଜପୁର ରୋଡ଼, କୁଆଖିଆ, ଚଣ୍ଡିଖୋଲ,ବ୍ରହ୍ମବରଦା,ବନ୍ଦଡିହ, ବାଲିଚନ୍ଦ୍ରପୁର, ଜାରକା,ଛତିଆ, ବଜାର ଆଦି ବନ୍ଦ ଥିବା ବେଳେ ଜରୁରୀ କାଳୀନ ସେବା ଯୋଗାଉଥିବା ବ୍ୟବସାୟ ଗୁଡ଼ିକ ଖୋଲା ରହିଥିବା ଦେଖିବାକୁ ମିଳିଛି। ତେବେ ଅଖଚକ ବଦ ଆଂଶିକ ସଫଳ ହୋଇଥିବା ଦେଖିବାକୁ ମିଳିଛି। ତେବେ ବ୍ରହ୍ମବରଦା ଠାରେ ନମାଯି ଭାଇଙ୍କ ନେତ୍ରୁତରେ ପିଣ୍ଟୁ ,ଚୁଗୁଲି ,ରହେବେର୍ ,ଉକୀର ଖାଁ ,ବବଲି, ବଗିୟା ପ୍ରମୁଖ ସହଯୋଗ କରିଥିଲେ ବଦ ବେଳେ l



