Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଦିଲ୍ଲୀ ସମେତ 7ଟି ସ୍ଥାନରେ ପ୍ରଦର୍ଶନୀ ଉଦଘାଟିତ - Jagrat Bharat News

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଦିଲ୍ଲୀ ସମେତ 7ଟି ସ୍ଥାନରେ ପ୍ରଦର୍ଶନୀ ଉଦଘାଟିତ

ଆସନ୍ତା 25 ବର୍ଷର ଉପଲବ୍ଧି ପାଇଁ ଆମକୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି : କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଦିଲ୍ଲୀ ସମେତ 7ଟି ସ୍ଥାନରେ ପ୍ରଦର୍ଶନୀ ଉଦଘାଟିତ

 

ଜେ ବି ଏନ, ୧୪/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଆଜି ନୂଆଦିଲ୍ଲୀସ୍ଥିତ ନେସନାଲ ମିଡିଆ ସେଣ୍ଟର ଠାରେ ଏକ ଫଟୋ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ଏହି ପ୍ରଦର୍ଶନୀ “ଆଜାଦୀ କା ଅମୃତ” ମହୋତ୍ସବକୁ ପାଳନ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଉଥିବା ବ୍ୟାପକ ସଚେତନତା ଅଭିଯାନର ଏକ ଅଂଶବିଶେଷ ଭାବେ ବ୍ୟୁରୋ ଅଫ ଆଉଟରିଚ୍ ଆଣ୍ଡ କମ୍ୟୁନିକେସନ ପକ୍ଷରୁ ଆୟୋଜନ କରାଯାଇଛି।

 

 

 

ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ ଆମେ ସ୍ୱାଧୀନତା ପରେ କେତେ ଦୂର ଆସିପାରିଛୁ ତାହାର ପ୍ରତିଫଳନ କରିବା ଏବଂ ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେ କ’ଣ ହାସଲ କରିବାକୁ ଚାହୁଁଛୁ ସେ ସମ୍ପର୍କରେ ସଂକଳ୍ପ ନେବା ଲାଗି ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଏହି ମୂଳ ବିଶ୍ୱାସ ସହିତ ଏସବୁ ପ୍ରଦର୍ଶନୀ ଆୟୋଜନ କରାଯାଉଛି ବୋଲି ସେ କହିଥିଲେ। ମନ୍ତ୍ରୀ ଆହୁରି କହିଥିଲେ ଯେ ବହୁମୂଲ୍ୟ ଦେବା ପରେ ଦେଶ ସ୍ୱାଧୀନତା ହାସଲ କରିପାରିଛି ଏବଂ ଏହି ପ୍ରଦର୍ଶନୀରେ ସେସବୁ ବଳିଦାନର ଗାଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପ୍ରଦର୍ଶନୀ ଆୟୋଜନ କରିବା ଲାଗି ଶ୍ରୀ ଜାଭଡ଼େକର ବିଓସିକୁ ଅଭିନନ୍ଦନ ଜଣାଇଥିଲେ।

 

 

 

 

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅମିତ ଖାରେ କହିଥିଲେ ଯେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଜାତୀୟ ସମିତି ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ ଦେଇଥିବା ସଂଗ୍ରାମୀମାନଙ୍କ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଦିଗରେ କାର୍ଯ୍ୟ କରିବା ନିମନ୍ତେ ପ୍ରତ୍ୟେକ ମନ୍ତ୍ରଣାଳୟକୁ ଦାୟିତ୍ୱ ଦେଇଛି। ସଚିବ କହିଥିଲେ ଯେ ଏହିସବୁ ପ୍ରଦର୍ଶନୀର ଡିଜିଟାଲ ସଂସ୍କରଣ ପ୍ରସ୍ତୁତ ହେଉଛି ଏବଂ ଏହା ୧୫ ଅଗଷ୍ଟ ପୂର୍ବରୁ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି।

 

ଶ୍ରୀ ଜାଭଡ଼େକର ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଅନ୍ୟ ଛଅଟି ସ୍ଥାନରେ ଆୟୋଜିତ ଫଟୋ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ସେଗୁଡ଼ିକ ହେଲା:

 

 

 

ସାମ୍ବା ଜିଲ୍ଲା, ଜମ୍ମୁ ଓ କଶ୍ମୀର

ବେଙ୍ଗାଲୁରୁ, କର୍ଣ୍ଣାଟକ

ପୁଣେ, ମହାରାଷ୍ଟ୍ର

ଭୁବନେଶ୍ୱର, ଓଡ଼ିଶା

ମୋଇରାଙ୍ଗ ଜିଲ୍ଲା, ବିଷ୍ଣୁପୁର, ମଣିପୁର

ପାଟନା, ବିହାର

 

 

ଜମ୍ମୁର ସାମ୍ବାରେ ଆୟୋଜିତ ଫଟୋ ପ୍ରଦର୍ଶନୀ ବ୍ରିଗେଡିୟର ରାଜେନ୍ଦର ସିଂ ପୂରା ବାଗୁନା ଠାରେ ଅନୁଷ୍ଠିତ ହୋଇଛି। ଏହା ବ୍ରିଗେଡିୟର ରାଜେନ୍ଦର ସିଂ ତଥା ‘କଶ୍ମୀରର ରକ୍ଷକ’ଙ୍କ ଜନ୍ମସ୍ଥାନ ଯିଏକି ଏକାକୀ ପାକିସ୍ତାନ ସମର୍ଥିତ ଆଦିବାସୀ ଆକ୍ରମଣକାରୀଙ୍କ ସହିତ ଅକ୍ଟୋବର, ୧୯୪୭ରେ ଲଢ଼େଇ କରି କଶ୍ମୀରକୁ ସୁରକ୍ଷିତ ରଖିପାରିଥିଲେ। ତେବେ ଏହି ଯୁଦ୍ଧରେ ତାଙ୍କୁ ନିଜର ପ୍ରାଣବଳୀ ଦେବାକୁ ପଡ଼ିଥିଲା। ପାକିସ୍ତାନୀ ଆଦିବାସୀ ଆକ୍ରମଣକାରୀ ଶ୍ରୀନଗର ଆଡ଼କୁ ମାଡ଼ି ଆସୁଥିବା ବେଳେ ଭାରତୀୟ ସେନା ପହଞ୍ଚିବା ପର୍ଯ୍ୟନ୍ତ ବ୍ରିଗେଡିୟର ରାଜେନ୍ଦର ସିଂ ଏବଂ ତାଙ୍କର ସୈନ୍ୟମାନେ ସଫଳତାପୂର୍ବକ ସେମାନଙ୍କୁ ଅଟକାଇବାରେ ସଫଳ ହୋଇଥିଲେ। ୩୦ ଡିସେମ୍ବର ୧୯୪୯ରେ ତାଙ୍କୁ ସ୍ୱାଧୀନ ଭାରତର ପ୍ରଥମ ମହାବୀର ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

 

 

 

ବେଙ୍ଗାଲୁରୁ ଆଞ୍ଚଳିକ ଜନସମ୍ପର୍କ ବ୍ୟୁରୋ ପକ୍ଷରୁ ବେଙ୍ଗାଲୁରୁରେ ଆୟୋଜିତ ପ୍ରଦର୍ଶନୀ ବେଙ୍ଗାଲୁରୁସ୍ଥିତ କେନ୍ଦ୍ରୀୟ ସାଦନା, କୋରମଙ୍ଗଳରେ ଆୟୋଜନ କରାଯାଇଛି। ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଅନେକ ଗୁଡ଼ିଏ ସ୍ଥାନ ବେଙ୍ଗାଲୁରୁରେ ରହିଛି ଯେପରିକି ନେସନାଲ ହାଇସ୍କୁଲ ଗ୍ରାଉଣ୍ଡ, ଗାନ୍ଧୀ ଭବନ, ବାନାପ୍ପା ପାର୍କ, ଫ୍ରିଡମ ପାର୍କ ଏବଂ ଯଶୱନ୍ତପୁରା ରେଳ ଷ୍ଟେସନ। ଏହି ପ୍ରଦର୍ଶନୀରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ ଜାତୀୟସ୍ତରର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଯୋଗଦାନକୁ ପ୍ରଦର୍ଶିତ କରାଯାଇଛି।

 

ପୁଣେରେ ଏହି ପ୍ରଦର୍ଶନୀ ଆଗା ଖାନ ପ୍ୟାଲେସ ଠାରେ ଆୟୋଜନ କରାଯାଇଛି। ଏହା ଏକ ରାଜ ପ୍ରାସାଦ ଯାହାକି ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହିତ ନିବିଡ଼ ଭାବେ ଜଡ଼ିତ। ଏଠାରେ ମହାତ୍ମା ଗାନ୍ଧୀ, ତାଙ୍କ ପତ୍ନୀ କସ୍ତୁରବା ଗାନ୍ଧୀ, ତାଙ୍କର ସଚିବ ମହାଦେବ ଦେଶାଇ ଏବଂ ସରୋଜିନୀ ନାଇଡ଼ୁଙ୍କୁ ବନ୍ଦୀ ଭାବେ ରଖାଯାଇଥିଲା। ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ କରିବା ପରେ ମହାତ୍ମା ଗାନ୍ଧୀ ଓ ଅନ୍ୟମାନଙ୍କୁ ଏହି ରାଜପ୍ରାସାଦରେ ୯ ଅଗଷ୍ଟ ୧୯୪୨ରୁ ୬ ମେ ୧୯୪୪ ପର୍ଯ୍ୟନ୍ତ ବନ୍ଦୀ ଭାବେ ରଖାଯାଇଥିଲା। କସ୍ତୁରବା ଗାନ୍ଧୀ ଓ ମହାଦେବ ଦେଶାଇ ଏଠାରେ ବନ୍ଦୀ ଥିବା ସମୟରେ ପ୍ରାଣ ହରାଇଥିଲେ ଏବଂ ସେମାନଙ୍କର ସମାଧି ସ୍ଥଳ ଏଠାରେ ରହିଛି। ମହାତ୍ମା ଗାନ୍ଧୀ ଏବଂ କସ୍ତୁରବା ଗାନ୍ଧୀଙ୍କର ସ୍ମୃତି ଏହି ପରିସରରେ ମୂଲା ନଦୀ ନିକଟରେ ରହିଛି।

 

 

 

ଭୁବନେଶ୍ୱର ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରଦର୍ଶନୀ ୧୨ରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ଆୟୋଜନ କରାଯାଇଛି। ବହୁସଂଖ୍ୟକ ସ୍ୱାଧୀନତା ସଂଗ୍ରାମୀ ଜନ୍ମଗ୍ରହଣ କରିଥିବାରୁ ଏହି ଜିଲ୍ଲାର ଐତିହାସିକ ଗୁରୁତ୍ୱ ରହିଛି। ଏଠାରେ ପାଞ୍ଚ ଦିନ ଧରି, ପ୍ରଦର୍ଶନୀ, ସେମିନାର, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରାଯିବ। ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଯୋଗଦାନକୁ ଉଲ୍ଲେଖ କରୁଥିବା ପ୍ୟାନେଲ ଏଠାରେ ପ୍ରଦର୍ଶିତ ହୋଇଛି।

 

 

 

ଅନୁରୂପ ଭାବେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ମୋଇରାଙ୍ଗର ଏକ ନିଆରା ସ୍ଥାନ ରହିଛି। ଏଠାରେ ଆଜାଦୀ କା ଅମୃତ ମହୋତ୍ସବ ସମାରୋହ ପାଳନ ପାଇଁ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପ୍ରିଲ ୧୪, ୧୯୪୪ରେ ପ୍ରଥମ ଥର ପାଇଁ ଆଜାଦ ହିନ୍ଦ ସେନାର ପତାକା ମୋଇରାଙ୍ଗରେ ଉତ୍ତୋଳନ କରାଯାଇଥିଲା।

 

 

 

ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ମୋଇରାଙ୍ଗ ସ୍ଥିତ ଆଇଏନଏ ସ୍ମାରକୀ ଅଡିଟୋରିୟମ ଠାରେ ଆଜାଦୀ କା ଅମୃତ ମହୋତ୍ସବ ପାଇଁ ୫ ଦିନିଆ ଫଟୋ ପ୍ରଦର୍ଶନୀ ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ ହେବା ଅବସରରେ ଲୋକସଭା ସାଂସଦ ଡ. ଆରକେ ରଞ୍ଜନ ସିଂ, ବିଷ୍ଣୁପୁର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ କଳା ଓ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀର ମୁଖ୍ୟ ବୈଶିଷ୍ଟ୍ୟ ଭାବେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ଘଟଣାବଳୀଗୁଡ଼ିକ ପ୍ରଦର୍ଶିତ କରାଯାଉଛି ଯେଉଁଥିରେ, ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ, ଭାରତ ଛାଡ଼ ଆନ୍ଦୋଳନ ସମେତ ବିଶେଷ ଭାବେ ଦାଣ୍ଡି ଯାତ୍ରା, ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ ଏବଂ ଦେଶପାଇଁ ବଳୀଦାନ ଦେଇଥିବା ଅନ୍ୟ ସଂଗ୍ରାମୀମାନଙ୍କ ଜୀବନଗାଥା ସାମିଲ ରହିଛି। ଏଠାରେ ଜାତୀୟତାବାଦ, ଦେଶୀୟ ବାଜା ନୃତ୍ୟ, ଭାରତୀୟ ନୃତ୍ୟ ଏବଂ ସାମରିକ କଳା ଆଦି ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟର ମାନ୍ୟତାପ୍ରାପ୍ତ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ବେଳେ ପ୍ରଶ୍ନୋତ୍ତର, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଆଦି ଆୟୋଜନ କରାଯାଉଛି।

 

 

 

ପାଟନାର ଅନୁଗ୍ରହ ନାରାୟଣ କଲେଜ ଠାରେ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀଜୀଙ୍କ ଚମ୍ପାରଣ ସତ୍ୟାଗ୍ରହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଅନୁଗ୍ରହ ନାରାୟଣ ସିଂଙ୍କ ନାମରେ ଏହି କଲେଜର ନାମକରଣ କରାଯାଇଛି। ଏହି ପ୍ରଦର୍ଶନୀରେ ବିହାରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ସୂଚନା ଦେଉଥିବା ଫଟୋମାନ ସ୍ଥାନ ପାଇଛି। ସ୍ୱାଧୀନତା ସଂଗ୍ରାମୀମାନଙ୍କ ସମ୍ପର୍କରେ ବିରଳ ଫୁଟେଜ ଏଲଇଡି ସ୍କ୍ରିନରେ ପ୍ରଦର୍ଶିତ ହେବା ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

 

 

 

ଫଟୋ ପ୍ରଦର୍ଶନୀ ମାଧ୍ୟମରେ ବିଓସି ପକ୍ଷରୁ ଆମ ସ୍ୱାଧୀନତା ସଂଗ୍ରାମ ଅଭୂଲା ମୁହୂର୍ତ୍ତ ଏବଂ ଏଥିରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ପ୍ରୟାସ କରାଯାଇଛି। ଏହିସବୁ ପ୍ରଦର୍ଶନୀରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ପଣ୍ଡିତ ଜବାହରଲାଲ ନେହରୁ, ଶ୍ରୀମତୀ ସରୋଜିନୀ ନାଇଡ଼ୁ, ଚକ୍ରବର୍ତ୍ତୀ ରାଜଗୋପାଳଚାରୀ, ବାଲ ଗଙ୍ଗାଧର ତିଲକ, ବିପିନ ଚନ୍ଦ୍ର ପାଲ, ଲାଲା ଲଜପତ ରାୟଙ୍କ ଭଳି କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ଏବଂ ଶହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ରାମପ୍ରସାଦ ବିସମିଲ ଓ ଆହୁରି ଅନେକ ମହାନ ବିପ୍ଳବୀଙ୍କ ବଳିଦାନ ଓ ସଂଘର୍ଷ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech