Spread the love

ଖବର ସଂଗ୍ରହ ବେଳେ OTV ପ୍ରତିନିଧିଙ୍କୁ ଯାଜପୁର ଥାନା ଅଧିକାରୀଙ୍କ ମାଡ଼ ମାରିବାକୁ ଧମକ; ଲାଇଭ୍ କରିବା ବେଳେ ସାମ୍ବାଦିକଙ୍କ କାର୍ଯ୍ୟରେ ବାଧା ଦେଇଥିଲେ IIC, ଏନେଇ OTV ପ୍ରତିନିଧି ଏସ୍ପିଙ୍କୁ ଜଣାଇବାରୁ ଉତକ୍ଷିପ୍ତ ହୋଇଥିଲେ IIC, କହିଲେ- ଚିହ୍ନିଚୁ ମୋତେ, ମାରି ଆଣି ଶୁଆଇଦେବି।

Leave a Reply

Your email address will not be published. Required fields are marked *