Spread the love

ଓମ୍ ଶାନ୍ତି ବ୍ରହ୍ମ କୁମାରୀ ପକ୍ଷରୁ ମହାଶିବରାତ୍ରୀ ପାଳିତ

କେନ୍ଦୁଝର,୯ା୨:କେନ୍ଦୁଝର ଝୁମ୍ପୁରା ଠାରେ ଓମ୍ ଶାନ୍ତି ବ୍ରହ୍ମା କୁମାରୀ ତଥା ପୂର୍ବତନ ତହସିଲଦାର ଅଧ୍ୟକ୍ଷା ସୁଶ୍ରୀ ପ୍ରତିଭା ପୃଷ୍ଠି ଙ୍କ ନେତୃତ୍ୱ ରେ ମହା ଶିବରାତ୍ରୀ ପାଳିତ ହୋଇଛି।ଏହି ଅଵସର ରେ ପ୍ରଥମେ ପତାକା ଉତ୍ତୋଳନ କରାଯିବା ସହ ଦୀପ ପ୍ରଜ୍ଜଳନ କରାଯାଇଥିଲା।ପରେ କେକ୍ କଟା ଯାଇ ସମସ୍ତ ଙ୍କୁ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଝୁମ୍ପୁରା ସରପଞ୍ଚ ନାଏକ ସରପଞ୍ଚ ଯୋଗଦେଇଥିଲେ।ବ୍ରହ୍ମ କୁମାରୀ ପୀଙ୍କି ଭଉଣୀ,ବିନ୍ଦୁ ଭଉଣୀ,ପ୍ରତିଭା ଭଉଣୀ,ମିକୁ ଭଉଣୀ,ବେବି ଭଉଣୀ,ଜୟଶ୍ରୀ ଭଉଣୀ,ମମତା ଭଉଣୀ,ଗୌରୀ ଭଉଣୀ,ଶଙ୍କର ଭାଇ,ବିମ୍ବା ଭାଇ, ଅପୂର୍ନା ଭଉଣୀ,ବିନ୍ଦୁ ଭଉଣୀ,ରଶ୍ମିତା ଭଉଣୀ,ପୂଜା ଭଉଣୀ,ଆଶା ଭଉଣୀ,ଉର୍ମିଳା ଭଉଣୀ,ସରସ୍ୱତୀ ଭଉଣୀ,ପ୍ରତିମ ଭଉଣୀ ଉପସ୍ଥିତ ରହି ମହା ଶିବରାତ୍ରି ସୁଚାରରୂପେ ପାଳନ କରିଥିଲେ।
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *