Spread the love

ପ୍ରଦୀପ ଜେନାଙ୍କୁ ଅତିରିକ୍ତ ଦାୟିତ୍ବ

ମୁଖ୍ୟ ଶାସନ ସଚିବ ସହ ଅତିରିକ୍ତ ଦାୟିତ୍ବ ପ୍ରଦାନ ।
SJTMର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିବେ ।
SJTM- ପୁରୀ ମନ୍ଦିରର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ।
ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ।

Leave a Reply

Your email address will not be published. Required fields are marked *