Spread the love

ଅଲ ଇଣ୍ଡିଆ INTAR ବିଶ୍ୱବିଦ୍ୟାଳୟ କିକ୍ ବକ୍ସିଂ (ପୁରୁଷ ଏବଂ ମହିଳା) ଟୁର୍ନାମେଣ୍ଟ 2023 ଗତ 14 ରୁ 22 ମାର୍ଚ୍ଚ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଜନପୁର ବୀର ବାହାଦୂର ସିଂ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ କିକ୍ ବକ୍ସିଂ ପ୍ଲେୟାର୍ ମିସ୍ ରୋଶନି ବେଗମ୍ (ମହିଳା) ବ୍ରୋଞ୍ଜ୍ 🥉 ପଦକ -60 ପଏଣ୍ଟ ଫାଇଟ୍ (ଜନତା କଲେଜ, ସତାମାଇଲ୍, ଢେଙ୍କାନାଳ, ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଙ୍ଗ୍ ଆସୋସିଏସନ୍ ଖେଳାଳୀ)ହାସଲ କରିଥିବା ବେଳେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଙ୍ଗ୍ ଆସୋସିଏସନ୍ ସେକ୍ରେଟାରୀ ଏବଂ ସମସ୍ତ ସଦସ୍ୟ ତଥା ଖେଳାଳିମାନେ ରୋଶନିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *