Spread the love

ସ୍କୁତିସଭା ଅନୁଷ୍ଠିତ

ବିଷୟ ______ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଚିକଣା ପଞ୍ଚାୟତର ରାଉତ ସାହିର ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ,ଚାଷି,ଏବଂ ଆଧ୍ୟାତ୍ମିକ ମାର୍ଗର ମଣିଷ, ସଂସ୍କାର ବାଦି ଓ ଅନ୍ୟର ହୃଦୟକୁ ଚିହ୍ନିଥିବା ଶୁକଦେବ ରାଉତଙ୍କ ଏକାଦଶାହରେ ଏକ ସ୍କୁତି ସଭା ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସୁନିଲ ମହାରାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।ପରେ ନୀରବ ପ୍ରାର୍ଥନା କରାଯାଇଥିଲା।ବେଦଧ୍ୱନୀ କରିଥିଲେ ତ୍ରିଲୋଚନ ପତି । ବଂଶୀଧ୍ୱନୀ କରିଥିଲେ ନିତ୍ୟାନନ୍ଦ ମହାଳିକ। ପୃର୍ବତନ ସରପଞ୍ଚ ଧ୍ରୁବଚରଣ ସେଠି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍କୁତିସଭାରେ ପୃର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଶାନ୍ତ କୁମାର ମିଶ୍ର,ପୃର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ ତଥା ବିଂଝାରପୁର ବ୍ଳକ ବିଜୁଜନତା ଦଳର ସଭାପତି ନନ୍ଦକିଶୋର ସାମଲ, ବିଶିଷ୍ଟ ନାରିନେତ୍ରୀ ଓ ଯୁବ ସରପଞ୍ଚ ପାର୍ବତୀ ମଲ୍ଲିକ, ବିପୀନ କୁମାର ବଳ,ପୃର୍ବତନ ସରପଞ୍ଚ ପ୍ରଦୀପ ମଲ୍ଲିକ, ଜଗନ୍ନାଥ ଧଳ,ଅନାମ ଚରଣ ଜେନା, ନିରଞ୍ଜନ ରାଉତରାୟ,ହେମେନ୍ଦ୍ର କୁମାର ରାଉତ, ସରୋଜ କୁମାର ନାୟକ,ଅମୀୟ କୁମାର ଧଳ ଏବଂ ପୁଅ, ଝିଅ ଓ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ

ଯାଜପୁର ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *