Spread the love

ମା ତାରିଣୀଙ୍କର ଚୈତ୍ର ପୂର୍ଣ୍ଣିମା ପର୍ବ ପାଳିତ

ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମାତାରିଣୀଙ୍କ ମନ୍ଦିର ରେ ଆଜି ଚୈତ୍ର ପୂର୍ଣ୍ଣିମା ଥିବା ରୁ ବହୁ ଆଡମ୍ବରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ, ବିଭିନ୍ନ ପ୍ରକାର ଭୋଗଲାଗି କରାଯାଇଥିଲା ମଧ୍ୟାହ୍ନ ବେଳେ ପଣା ଭୋଗ ଲାଗି କରା ହବା ସହ ସନ୍ଧ୍ୟା ବେଳେ ଆଳତି ରାତ୍ରରେ ପହଡ଼ ପଡ଼ିବ ଢେଙ୍କାନାଳ ବସୀ ଉପସ୍ଥିତି ରେ ଏହି ଚୈତ୍ର ପୂର୍ଣ୍ଣିମା ପର୍ବ ନୀତି ସମ୍ପନ୍ନ କରାଯାଇଥିଲା

Leave a Reply

Your email address will not be published. Required fields are marked *