Spread the love

ଜୟ ଗୋପାଳ ସାହିର ପୂର୍ଣ୍ଣଚନ୍ଦ୍ର ଦଣ୍ଡ ପାର୍ଟି ଆଦି ପ୍ରଥମ ଦିନରେ ସ୍ଥାନିୟ ଗୁଡିଆନାଳି ଠାରେ ବିଭିନ୍ନ ପ୍ରକାର ଧୂଳି ଦଣ୍ଡ ପରିବେଷଣ କରିଥିଲେ।ଧୂଳି ଦଣ୍ଡ ପରେ ସ୍ଥାନୀୟ ପୁଷ୍କରିଣୀ ରେ ପାଣି ଦଣ୍ଡ ପରିବେଷଣ କରିଥିଲେ। ପାଣି ଦଣ୍ଡ ପରିବେଷଣ ପରେ ଭକ୍ତ ଦ୍ବାରାକୁ ଯାଇ ମାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପୂଜାର୍ଚ୍ଚନା ପରେ ଦଣ୍ଡୁଆମାନେ ଫେରିଥାନ୍ତି ମନ୍ଦିରକୁ। ରାତ୍ରୀ ରେ ଭକ୍ତଙ୍କ ଦ୍ଵାରାକୁ ଯାଇ ମାଙ୍କ ର ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ପ୍ରକାରର ଦଣ୍ଡ ନୃତ୍ୟ ପରିବେଷଣ କରନ୍ତି।

Leave a Reply

Your email address will not be published. Required fields are marked *