Spread the love

କଟକ ଷ୍ଟୁଆର୍ଟ୍ ସ୍କୁଲ ତରଫରୁ ରକ୍ତ ଦାନ ଶିବିର

ସ୍ଥାନ କଟକ

ତାରିଖ 06/04/23

କଟକରୁ ପ୍ରଦିପ୍ତ କୁମାର ଘଡେଇ ଙ୍କ ରିପୋର୍ଟ

କଟକ ଷ୍ଟୁଆର୍ଟ୍ ସ୍କୁଲ ଠାରେ ଆଜି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ର ,ଛାତ୍ରୀ ମାନଙ୍କ
ସହିତ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କୁଲ କର୍ମଚାରୀମାନେ ରକ୍ତ ଦାନ କରିଥିଲେ। ରକ୍ତ ଦାନ ଏକ
ମହାନ କାର୍ଯ୍ୟ ହୋଇଥିବାରୁ ସମସ୍ତେ ରକ୍ତ ଦାନ କରିବା
କଥା, ଯାହା ଦ୍ୱାରା ହୁଏତ କାହାର ଜୀବନ ବଞ୍ଚି ପାରିବ
ଏହି ଶିବିରକୁ ଏନ୍, ସି, ସି, ସହିତ ସ୍କାଉଟ୍ ଏବଂ ଗାଇଡ୍
ନୂତନ ନିର୍ବାଚିତ ହୋଇଥିବା ସଦସ୍ୟ, ସ୍କୁଲର ସମସ୍ତ ଶିକ୍ଷକ
ଶିକ୍ଷୟିତ୍ରୀ, ସମସ୍ତ କର୍ମଚାରୀ ଏଥିରେ ସହଯୋଗ ସହିତ ସେଣ୍ଟ୍ରାଲ ରେଡକ୍ରସ ସହଯୋଗରେ ଏହି ଶିବିର ଆୟୋଜିତ
ହୋଇଥିଲା। ଏହି ଶିବିର କୁ ପରିଚାଳନା କରିଥିଲେ ମେଡିଆ ସଂଯୋଜିକା ଅର୍ଚନା ଦାସ କାନୁନଗୋ ସ୍କୁଲର
ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀ।

Leave a Reply

Your email address will not be published. Required fields are marked *