Spread the love

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ନିଆଁ; ସବୁ ଯାତ୍ରୀ ସୁରକ୍ଷିତ

ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଗୋଟିଏ ବଗିରେ ନିଆଁ।
ମଧ୍ୟ ପ୍ରଦେଶର କୁରୱାର କେଥୋରା ଷ୍ଟେସନ ପାଖରେ ନିଆଁ ବାହାରିଲା। ବଗିରେ ଥିବା ବ୍ୟାଟେରୀ ବକ୍ସରୁ ନିଆଁ ଲାଗି ଯାଇଥିଲା।
ମାତ୍ର ତତ୍‌କ୍ଷଣାତ ନିଆଁକୁ ଆୟତ୍ତ କରିବା ପରେ ଏକ୍ସପ୍ରେସ ଛାଡ଼ିଲା।

Leave a Reply

Your email address will not be published. Required fields are marked *