ବଢୁଛି ହୀରାକୁଦର ଜଳସ୍ତର
ଉପରମୁଣ୍ଡାରେ ବର୍ଷା ଯୋଗୁ ବଢୁଛି ହୀରାକୁଦ ଜଳସ୍ତର।
ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୭.୦୮ ଫୁଟ।
ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦,୧୨୧ କ୍ୟୁସେକ ଜଳ।
ନିଷ୍କାସିତ ହେଉଛି ୩୯ହଜାର ୮୭ କ୍ୟୁସେକ ଜଳ।