Spread the love

ପାଟଣା ଥାନା ରେ ଯୋଗ ଦେଲେ ନୂତନ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ

କେନ୍ଦୁଝର ଜିଲ୍ଲା ବିଭିନ୍ନ ଥାନା ଅଧିକାରୀଙ୍କ ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲା କୁ ବଦଳି ହୋଇଥିବା ବେଳେ ପାଟଣା ଥାନା ଅଧିକାରୀ ମନୋରଞ୍ଜନ ପ୍ରଦାନଙ୍କ ସୁନ୍ଦରଗଡ଼ ଜିଲ୍ଲାକୁ ବଦଳି ହୋଇଛନ୍ତି ତାଙ୍କର ବଦଳରେ ନୂତନ ପାଟଣା ଥାନା ଅଧିକାରୀ ଭାବେ ଦୀପ୍ତି ରଞ୍ଜନ ସାହୁ ଆଜି ପାଟଣା ଥାନାରେ ଦାୟିତ୍ଵ ଗ୍ରହଣ କରିଛନ୍ତି ସେ ଏହା ପୂର୍ବରୁ ସୁନ୍ଦରଗଡ ଜିଲ୍ଲାର ଭଷ୍ପା ଥାନା ରେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ ସେ ପାଟଣା ଅଞ୍ଚଳରେ ଶାନ୍ତି ସୃଖଂଳା ରକ୍ଷା କରିବା ସହିତ ସମସ୍ତ ବେଆଇନ କାର୍ଯ୍ୟକଳାପ କୁ ବନ୍ଦ କରି ଅପରାଧ କୁ ନିୟନ୍ତ୍ରଣ କରିବେ ବୋଲି ସୂଚନା ଦେଇଛନ୍ତି
କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ଓ ପ୍ରଶାନ୍ତ ପ୍ରଦାନ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *