ପାଟଣା ଅବକାରୀ ଥାନା ରେ ଝୁଲୁଛି ତାଲା
ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ବାଦୁଳି ଘେରା ଠାରେ ରହିଛି ପାଟଣା ଅବକାରୀ ଥାନା ମାସକୁ ପ୍ରାୟ ୫ ଦିନ ଖୋଲା ହେଉଥିଲେ ବହୁତ କଥା ଅଧିକାଂଶ ସମୟରେ ଅବକାରୀ ଥାନା ରହିଛି ବନ୍ଦ ଉକ୍ତ ଥାନା ରେ ମୋଟ ୪ ଜଣ କର୍ମଚାରୀ ଅଛନ୍ତି ଏମାନଙ୍କ ମଧ୍ୟରେ ଜଣେ ସବ ଇନ୍ସପେକ୍ଟର ଓ ଅନ୍ୟ ୩ ଜଣ କନଷ୍ଟେବଳ ଥିବାବେଳେ କେହି ଅବକାରୀ ଥାନାକୁ ନିୟମିତ ଆସୁଥିବା ଅଭିଯୋଗ ହେଉଛି ପାଟଣା ସାହାରପଡା ଏବଂ ତୁରୁମୁଙ୍ଗା ଅଞ୍ଚଳରେ ବ୍ୟାପକ ପରିମାଣର ବେଆଇନ ମହୁଲି ମଦ ବିଦେଶୀ ମଦ କାରବାର ହେଉଛି ଅବକାରୀ ସବ ଇନ୍ସପେକ୍ଟର ପ୍ରିୟମ୍ବଦା ଓ ଝାଙ୍କୁ ବାରମ୍ବାର ଅବଗତ କରା ଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ଏହି ସଂପର୍କରେ କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କୁ ଯୋଗା ଯୋଗ କରାଯିବାର ସେ ପାଟଣା ଅବକାରୀ ସବଇନ୍ସପେକ୍ଟର ପ୍ରିୟମ୍ବଦା ଓ ଝାଙ୍କୁ ଏହା କାରଣ ମାଗିବେ ବୋଲି କହିଛନ୍ତି
କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ଓ ପ୍ରଶାନ୍ତ ପ୍ରଦାନ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




