Spread the love

ସରପଞ୍ଚ ଭାଇଭଉଣୀମାନଙ୍କର ଏକ ପ୍ରସ୍ତୁତି ବୈଠକ

ଅଦ୍ୟ ତା ୬/୮ ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲାର ସରପଞ୍ଚ ଭାଇଭଉଣୀମାନେ ଏକତ୍ରିତ ହୋଇଥିଲେ। ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ଉଦୟନାଥ ଲେଙ୍କା ଉକ୍ତ ସଭାରେ ଆଲୋଚନା କରାଗଲା ଯେ ଆମ୍ଭେମାନେ ଜିଲ୍ଲା ସଂଘ ଆଗକୁ ତିଆରି କରାଯିବା ପାଇଁ ପ୍ରସ୍ତାବ ଦିଆଗଲା ଆସନ୍ତା ୨୦/୦୮/୨୦୨୩ ରିଖ ଦିନ ଦତ୍ତାତ୍ରେୟ ସାଇ ଆଶ୍ରମ ଠାରେ କମିଟି ଗଠନ କରାଯିବ ବୋଲିି ସ୍ଥିର କରାଯାଇଛି ।ଅମିତ୍ କୁମାର ସ୍ବାଇଁ, ଅଭିମନ୍ୟୁ ବେହେରା, ବାବୁଲି ରାଉତ,ଜତି ନାଏକ, ଅଜିତ ସିଂ, ଧରିତ୍ରୀ ମଲ୍ଲିକ , ଜିତେନ୍ଦ୍ର ବେହେରା,ଦିପାମଞ୍ଜରୀ ସାହୁ , ଜାନକୀ ବାଗେ ଙ୍କ ଉପସ୍ଥିତି ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *