ମନୋରଞ୍ଜନ ମଲ୍ଲିକ ଢ଼େଙ୍କାନାଳର ନୂତନ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ମଲ୍ଲିକ ଜଣେ OAS (SS) ଅଫିସର ହୋଇଥିବା ବେଳେ ନୂତନ ଭାବେ ଜିଲ୍ଲାପାଳ ଢ଼େଙ୍କାନାଳ ର ଦାୟିତ୍ବ ଗ୍ରହଣ କରିଛନ୍ତି। ଗତ କାଲି ୨୬/୧୦/୨୦୨୩ ରିଖ ଗୁରୁବାର ଦିନ ଜିଲ୍ଲାପାଳ ଶ୍ରୀ ମଲ୍ଲିକ କାର୍ଯ୍ୟରେ ଯୋଗଦାନ କରିଥିଲେ। ପୂର୍ବତନ ବିଦାୟୀ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ବଦଳି ପରେ ଶ୍ରୀ ମନୋରଞ୍ଜନ ମଲ୍ଲିକ ଢ଼େଙ୍କାନାଳର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

April 18, 2026/
No Comments



