Spread the love

ଆଜି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କର କାର୍ଯ୍ୟକାଳ ପୂରଣ ହେଉଛି। ଦୀର୍ଘ ଦିନ ପରେ ଓ କାର୍ଯ୍ୟକାଳ ସମାପ୍ତି ପରେ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏକ ଭାବ ବିହ୍ୱଳ ପୂର୍ଣ୍ଣ ପରିବେଶରେ ରାଜ୍ୟପାଳ ବିଦାୟ ନେବେ।

Leave a Reply

Your email address will not be published. Required fields are marked *