Spread the love

ଯାଜପୁର ଜିଲ୍ଲାର ଯାଜପୁର ରୋଡ଼,ବ୍ୟାସନଗର ପୋୖରାଞ୍ଚଳରେ ସହକାରୀ ଶ୍ରମ ଅଧିକାରୀ, ଶ୍ରୀମତୀ ସୁନନ୍ଦା ବିଶ୍ୱାଳଙ୍କ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଓଡିଆ ସାଇନ୍ ବୋର୍ଡ ପ୍ରଦର୍ଶିତ ନ ହୋଇଥିବାରୁ ୦୨ଟି ଖିଲାପକାରୀ ନିଯୁକ୍ତିଦାତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *