Spread the love

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଆନୁକୁଲ୍ୟରେ ଥାଲା ସେମିଆ ସିଙ୍କଲ ସେଲ ସଚେତନ ଶିବିର ସ୍ଥାନୀୟ ସତ୍ୟ ସାଇ ସେବା ସମିତି ପୀ.ଡବ୍ଲୁ.ଡି କଲୋନୀ , ଢେଙ୍କାନାଳ ଠାରେ ତା ୨୭.୧୦.୨୦୨୩ ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ସମ୍ ହସପିଟାଲ ରେ କାର୍ଯ୍ୟରତ ଡାକ୍ତର ଶ୍ରୀମତୀ ହେମଲତା ଦାସ ରୋଗୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ସମସ୍ତଙ୍କ ମାଗଣାରେ ଔଷଧ ବଣ୍ଟନ କରାଯାଇ ଥିଲା । ସମସ୍ତେ ପ୍ରସାଦ ସେବନ କରିଥିଲେ । ଉକ୍ତ ଶିବିରରେ ଢେଙ୍କାନାଳ ସତ୍ୟ ସାଇ ସେବା ସଂଗଠନ ର ଜିଲ୍ଲା ସଭାପତି ସୁଧାକର ସାହୁ ଜିଲ୍ଲା ସେବା ସଂଯୋଜକ ଶ୍ରୀ ବ୍ରଜବନ୍ଧୁ ଚିନରା ,ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ଡକ୍ଟର ପ୍ରେମାନନ୍ଦ ସାହୁ ସମିତି ଆବାହକ ବିଶ୍ୱଜିତ୍ ନାୟକ ଜିଲ୍ଲା ଥାଲାମେସିଆ ଇନଚାର୍ଜ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଅଭୟ କୁମାର ରାଉତ ,ଜୟଶ୍ରୀ ସିଂ ,ଇତିଶ୍ରୀ ସିଂ , ଆଦି ଯୋଗଦାନ କରିଥିଲେ

Leave a Reply

Your email address will not be published. Required fields are marked *