Spread the love

ସ୍ତ୍ରୀ କାଟି ଦେଲେ ସ୍ଵାମୀ ଙ୍କର ଯୌନାଙ୍ଗ

 

 

 

 

ଅନୁଗୋଳ ବ୍ଲକ

ତାରିଖ – ୨୯/୧୦୧/୨୦୨୩

 

 

ଅନୁଗୋଳ- ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ଦାଣ୍ଡିଆ ସାହିରେ ସ୍ତ୍ରୀ କାଟି ଦେଲେ ସ୍ଵାମୀ ଙ୍କର ଯୌନାଙ୍ଗ। ସୂଚନା ଯେ, ଗତ କାଲି ରାତିରେ କାଣ୍ଡସର ଗ୍ରାମର ଦାଣ୍ଡିଆ ସାହିର ସୁଦାମ ମୁଦୁଲି ଙ୍କ ପୁଅ ପରମାନନ୍ଦ ମୁଦୁଲି ଙ୍କ ସହ ତାଙ୍କ ସ୍ତ୍ରୀ ଝଗଡ଼ା ଲାଗୁଥିଲେ। ଯାହା ଫଳରେ ପରମାନନ୍ଦ ଙ୍କ ସ୍ତ୍ରୀ ଉତକ୍ଷୀପ୍ତ ହୋଇ ପରମାନନ୍ଦ ଙ୍କର ଯୌନାଙ୍ଗ କାଟି ଦେଇଥିଲେ। ଜୀବନ ବିକଳରେ ଘରୁ ବାହାରି ଆସି ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଥିଲେ। ଏ ପଟେ ଚିକିତ୍ସା ସାରି ନାଲକୋ ଥାନା ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି।

 

 

 

Leave a Reply

Your email address will not be published. Required fields are marked *