Spread the love

କଟକ – ଆଜ ଷ୍ଟୁଆର୍ଟ ବିଜ୍ଞାନ college ଥରେ ଦ୍ଵିତୀୟ ଇଞ୍ଜିିନିୟର ଗୋବିନ୍ଦ ଚନ୍ଦ୍ର ସାହୁ ଆନ୍ତର୍ଜାତୀୟ କଲେଜ ପ୍ରତିଯୋଗିତା ଆରମ୍ଭ ହେଇ ଯାଇଛି ଏହି ଅବସରରେ college principal ଶ୍ରୀମତୀ ଦିପା ନାଗ ସଂପାଦକ GB ଶ୍ରୀ ସମନେଦ୍ର ପରିମାଣିକ, ଯୁରି member ଶ୍ରୀ ପଦର୍ବିନ୍ଦ ବିଶ୍ଵାଳ, ଶ୍ରୀ ସିବେନ୍ ମିତ୍ର ଏବଂ Dr. ସୋନାଲି ମିତ୍ର ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ଶୁଭlରମ୍ଭ କରି ଥିଲେ. ସୂଚନା ମୁତାବକ ପ୍ରାୟ 15 ଟି କଲେଜ ରୁ ପ୍ରତିଯୋଗୀ ମାନେ ଏଇ କାର୍ଯ୍ୟ କ୍ରମ ରେ ଯୋଗ ଦାନ ଦେଇ ଥିଲେ. ଏଇ ପ୍ରତିଯୋଗିତା ରେ ନୂତନ ବିଜ୍ଞାନ କୌଶଳ କୁ ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶନ କରି ଥିଲେ. ସର୍ବ ଶେଷ ରେ Dr. ରଶ୍ମି ରଂଜନ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

କଟକରୁ ରିପୋର୍ଟ୍ ପ୍ରଦିପ୍ତ କୁମାର ଘଡେ଼ଇ

Leave a Reply

Your email address will not be published. Required fields are marked *