Spread the love

ଭୋଟପଡା ମା ଦରିଆଣିଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ


ଭୁବନେଶ୍ୱର – ଉପକଣ୍ଠ ଭୋଟପଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଦରିଆଣୀଙ୍କ ପୀଠରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଝାମୁଯାତ୍ରା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି।ଆଜି ସକାଳେ ପ୍ରଥମେ ମାଆଙ୍କ ଆଳତୀ ଓ଼ ମାଜଣା ପରେ ମାନସିକଧାରୀ ଦଣ୍ଡୁଆ ମାନେ ସ୍ନାନ କରିବା ପରେ ମାଆଙ୍କ ସାମ୍ନାରେ ରଡ ନିଆଁରେ ଚାଲିଥିଲେ। ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

Leave a Reply

Your email address will not be published. Required fields are marked *