Spread the love

ଭାରତ ଆସିବ ପାକିସ୍ତାନ ହକି ଟିମ୍ । ଏସିଆ କପ୍‌ ଖେଳିବାକୁ ଭାରତ ଆସିବ ପାକିସ୍ତାନ । ଖେଳ ମନ୍ତ୍ରାଳାୟ ତରଫରୁ ଏନେଇ ସୂଚନା ଦିଆଯାଇଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରେ ଏବେ ହକି ଖେଳକୁ ଗ୍ରୀନ ସିଗନାଲ ମିଳିଛି । ଅଗଷ୍ଟ ୨୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ହକି । ସେଥିପାଇଁ ପାକିସ୍ତାନ ଟିମ୍‌ ଭାରତ ଆସିବ ବୋଲି ଖେଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପାକିସ୍ତାନ ଟିମ୍‌କୁ ବିହାର ରାଜଗିର ଆସି ଖେଳିବାକୁ ଅନୁମତି ଦିଆଯାଇପାରେ ।

Leave a Reply

Your email address will not be published. Required fields are marked *