Spread the love

ବଜାଜ କମ୍ପାନୀର ଆଉ ଏକ ଶୋ ରୁମ ରଶ୍ମି ବଜାଜ କଟକ ସତୀଚଉରା ରେ ଉଠଘାଟନ ହେଲା, ଏହି ଶୋ ରୁମ ରେ ବଜାଜ କମ୍ପାନୀର ସବୁ ଧରଣର ବଜାଜ ଦୁଇ ଚକିଆ ଜାନ ମିଳିବ ବୋଲି ସୋ ରୂମର ପ୍ରୋପାଇଟର ଅଂଶୁମାନ ବଳିୟାର ସିଂ କହିଛନ୍ତି, କଟକ ସହରରେ ଦ୍ୱତୀୟ ସୋ ରୂମ, ଏହି ସୋ ରୂମ ରେ ଗ୍ରାହକଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇଦିଆଯିବ, ବଜାଜ ଭାରତର ଏକ ପ୍ରତିଷ୍ଠତା କମ୍ପାନୀ ହୋଇଥିବାରୁ ଗ୍ରାହକ ଏହାକୁ ବିଶ୍ୱାସ ରେ ନେଇପାରିଛନ୍ତି, ଆଶା ଅଚ୍ଛି ଆମେ ନିଶ୍ଚୟ ଗ୍ରାହକ ଆସିବେ ଆଉ ମନ ପସନ୍ଦର ଦୁଇ ଚକିଆ ଗାଡି ନେଇ ଯିବେ,

Leave a Reply

Your email address will not be published. Required fields are marked *