Spread the love

ଅନୁଗୋଳ,୨୭/୦୮/୨୫ – ଆଜି ପବିତ୍ର ଗଣେଷ ଚତୁର୍ଥୀ। ସାରା ଦେଶରେ ଅଗ୍ର ପୂଜ୍ୟ ଶ୍ରୀ ଶ୍ରୀ ଗଣେଷ ଠାକୁରଙ୍କର ବିଶେଷ ପୂଜା ପାଳନ କରାଯାଉଛି। ଏହି ଅବସରରେ ଅନଗୁଳ ସହର ଅମଲାପଡା ରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଗଣେଶପୂଜା ଯାକଜକମ ରେ ପାଳିତ ହୋଇଯାଇ ଅଛି। ବିଭିନ୍ନ ଅଞ୍ଚଳରୁ ଭକ୍ତ ମାନେ ଅନୁଗୋଳ ସହରରେ ଶ୍ରୀ ଗଣେଷ ପୂଜା ଦେଖିବାକୁ ଭିଡ଼ ଜମାଇଛନ୍ତି। ବିଭିନ୍ନ ପ୍ରକାରର ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ବେଶ୍ ମନୋମୁଗଧକର ହୋଇଛି। ପୋଲିସ୍ ପ୍ରଶାସନ ପକ୍ଷରୁ ଯାତାୟାତ ପାଇଁ ସ୍ଵତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇ ଥିବା ବେଳେ ପୋଲିସ୍ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *