ଓଡିଶା ରାଜ୍ୟ ବି ଜେ ପି ସଭା ପତିଙ୍କ କଳାହାଣ୍ଡି ପ୍ରଥମ ଗସ୍ତ
କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ବ୍ଲକ ଜୁନାଗଡ଼ ସହର ରେ ଆଜି ବି ଜେ ପି ରାଜ୍ୟ ସଭାପତି ମନ ମୋହନ ସାମଲ ପ୍ରଥମ ଗସ୍ତ କରି ଛନ୍ତି ଜୁନାଗଡ଼ ସହର ସ୍ଥିତ ବନମାଳୀ ପୁର ଠାରୁ ଏକ ପଟୁ ଆରରେ ଶୋଭା ଯାତ୍ରା କରି ଜୁନାଗଡ଼ ସହରର ଟାଉନ ହଳକୁ ଅଣା ଯାଇଥିଲା ଟାଉନ ହଲରେ ସମସ୍ତେ ଦଳର ସମସ୍ତ ବି ଜେ ପି କାର୍ଯ୍ୟ କର୍ତା ତଥା ପୁର୍ବତନ ବିରୋଧିଦଳ ନେତା ଶ୍ରୀ ପ୍ରଦିପ୍ତ ନାଏକ,ପୁର୍ବତନ ମନ୍ତ୍ରୀ ଶ୍ରୀ ହିମାଂଶୁ ଶେଖର ମେହେର, କଳାହାଣ୍ଡି ସାଂସଦ ଶ୍ରୀ ମତୀ ମାଲବିକାଦେଵି,ମନୋଜ ମେହେର,ପୁର୍ବତନ ନଗରପାଲ ଶ୍ରୀମୁକେଶ ଅଗ୍ରୱାଲ,ତଥା ବିଜେପିର ଆଗଧାଡିର ନେତାମାନଙ୍କୁ ଦେଖି ବାକୁ ମିଳି ଥିଲା, ସଭା ସ୍ଥଳ ଲୋକ ଅଭାବରୁ ଚୌକି ଗୁଡାକ ଖାଲିପଡ଼ିଥିବା ଦେଖି ବାକୁ ମିଳି ଥିଲା ବି ଜେ ପି ରାଜ୍ୟ ସଭାପତି ଭାଷଣ ଦେବା ଆଗରୁ ନ୍ତସଭା କୁ ଆସି ଥିବା ବି ଜେ ପି କାର୍ଯ୍ୟ କର୍ତ୍ତା ଓ ବୁହା ହୋଇ ଆସି ଥିବା ଲୋକ ମାନେ ସଭା ସ୍ଥଳ ଛାଡି ଚାଲି ଯାଇ ଥିବା ଦେଖି ବାକୁ ମିଳି ଥିଲା ତେଣୁ ତାହା କୁ ଆଖି ଆଗରେ ରଖି ଶୀଘ୍ର ସଭା ସାଙ୍ଗ କରି ରାଜ୍ୟ ସଭାପତି ଧର୍ମଗଡ ଚାଲିଯାଇଥିବାଦେଖି ବାକୁ ମିଳି ଥିଲା ଏବଂ ସଭା ସ୍ଥଳ ରେ ଜୁନାଗଡ଼ ସାମ୍ବାଦିକ ବନ୍ଧୁ ମାନଙ୍କୁ ସମ୍ପୂର୍ଣ ଅଣ ଦେଖା କରା ଯାଇ ଥିଲା, କାରଣ ସମସ୍ଥ ସାମ୍ବାଦିକ ବନ୍ଧୁ ମାନଙ୍କୁ ଛିଡା ହେବାର ଦେଖି ବାକୁ ମିଳି ଥିଲା ଓ ସଭା ସ୍ଥଳ ରେ ଅଧିକ ରୁ ଅଧିକ ଚୌକି ଖାଲି ଥିବାର ଦେଖି ବାକୁ ମିଳି ଥିଲା,ଲୋକ ଅଭାବରୁସଭାସ୍ଥଲ ଖାଁ ଖାଁ ଲାଗୁଥିଲା। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



