Spread the love

ଅନୁଗୋଳ – ବ୍ରହ୍ମପୁର ବରିଷ୍ଠ ଆଇନଜୀବି ପିତବାସ ପଣ୍ଡା ଙ୍କୁ ଗୁଳି କରି ହତ୍ୟା କରାଯିବାରୁ ଅନୁଗୋଳ ଜିଲ୍ଲାର ଓକିଲ ସଂଘ ଦୋଷୀଙ୍କୁ ଗିରଫ ଦାବିରେ କଲମ ଛାଡ଼ ଆନ୍ଦୋଳନ କରିଥିଲେ। ଦୋଷୀ କୁ ଖୋଜି ବାହାର କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ଏହି କଲମଛାଡ ଆନ୍ଦୋଳନ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *