ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପୌଷମାସ, ଶୁକ୍ଳପକ୍ଷ, ତୃତୀୟା ତିଥିତା ୨୩/୧୨/୨୫ ରିଖ ମଙ୍ଗଳବାରସ୍ୱର୍ଗତା କୁନ୍ତଳା କୁମାରୀ ମଲ୍ଲିକ୍ଗେଙ୍ଗୁଟିଆ,ସଦର ବ୍ଳକ୍,ଢ଼େଙ୍କାନାଳ”ମା ପରି କିଏ ହେବ”ବୋଉ ଚାହୁଁ ଚାହୁଁ ଏକ ବର୍ଷ ବିତିଗଲା ଆପଣଙ୍କ ସ୍ନେହ,ଶ୍ରଦ୍ଧା କର୍ତ୍ତବ୍ୟନିଷ୍ଠା,ସମୟାନୁବର୍ତ୍ତିତା,ପରଉପକାର, ମଣିଷ ପଣିଆ, ମେଳାପି, ସର୍ବଗୁଣ ସଂପୂର୍ଣ୍ଣା ଓ ନିସ୍ବାର୍ଥପର ତ୍ୟାଗ ଆଦର ଓ ଅନାବିଳ ସ୍ନେହ ଚିର ସ୍ମରଣୀୟ । ତଦ୍ ସହିତ ଏକା ଧାରରେ ଆପଣ ଏ ଅଞ୍ଚଳର ଜଣେ ମହୀୟସୀ ମହିଳା ରୂପେ ପରିଚିତା | ଆପଣ ଜଣେ ସ୍ବର୍ଗତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସହଧର୍ମୀଣୀ ରୂପେ ଯେତିକି ପରିଚିତ ନିଜର ସର୍ବଗୁଣ ଯୋଗେ ସମସ୍ତଙ୍କ ମାନସ ପଟରେ ରହି ଆସିଛନ୍ତି lତୁମ୍ଭର ଅନୁପସ୍ଥିତି ଆମେ ପ୍ରଦି ମୂହୁର୍ତ୍ତରେ ଅନୁଭବ କରୁଛୁ l ବୋଉ ତତେ ହରେଇବାର ଅପୂରଣୀୟ କ୍ଷତି ଆମେ କିପରି ସହିଛୁ ତାହା ଆମକୁ ହିଁ ଜଣା । ତୁମେ ଆମକୁ ଶିକ୍ଷା ଦେଇଥିବା ଗୁଣାବଳୀ ଆମ୍ଭ ମାନଙ୍କ ପାଇଁ ପଥ ପଦର୍ଶକ ପ୍ରେରଣା ହୋଇ ରହିବ । ତୁମ ଅମର ଆତ୍ମାର ସଦ୍ଗତି ପାଇଁ ମହାପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥ ଓ ତୁମ ଇଷ୍ଟଦେବ ଭଗବଦ୍ ଜୀଉଙ୍କ ନିକଟରେ ବିନମ୍ର ପ୍ରାର୍ଥନା |ଧରାବତରଣ ୧୬/୧୨/୧୯୫୦ସ୍ଵର୍ଗାରୋହଣ ୦୨/୦୧/୨୦୨୫ ସ୍ମୃତି ଅଘ୍ୟରେ ଆତ୍ମୀୟ ସ୍ୱଜନ ଓ ପ୍ରିୟ ପରିଜନ ପୁଅବୋହୁ ଝିଅ ଜ୍ୱାଇଁ ନାତି ନାତୁଣୀ ନାତୁଣୀ ବୋହୂ ନାତୁଣୀ ଜ୍ୱାଇଁ ପରିବାର ବର୍ଗ



