ତେହେରାନ: ଇସ୍ରାଏଲ ପକ୍ଷରୁ ରବିବାର ରାତିରେ ଇରାନର ମେହରାବାଦ ବିମାନ ବନ୍ଦର ଉପରେ ବୋମାମାଡ କରାଯାଇଛି। ଏହି ଆକ୍ରମଣରେ ପରଲୋକଗତ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇ ବ୍ୟବହାର କରୁଥିବା ବିମାନଟି ଧ୍ବଂସ ପାଇଥିବା ଜଣାପଡିଛି। ମେହେରାବାଦ ହେଉଛି ଇରାନର ଏକ ପୁରୁଣା ବିମାନ ବନ୍ଦର।ଇରାନର ଘରୋଇ ରୁଟ୍ରେ ଯାତାୟାତ କରୁଥିବା ବିମାନଗୁଡିକ ଏହି ବିମାନ ବନ୍ଦରକୁ ମୁଖ୍ୟତଃ ବ୍ୟବହାର କରିଥାନ୍ତି।
ଅପରପକ୍ଷରେ ଇସ୍ରାଏଲ ପକ୍ଷରୁ ଆରାକ୍ ସହରର ଏକ ଜନବସତି ଉପରେ କ୍ଷେପଣାସ୍ତ୍ର ମାଡ କରାଯାଇଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


