Spread the love

ଶ୍ରୀମଦ ଭାଗବତ କଥାମୃତ

ତାଳଚେର, ୩୦/୪ ମହାପ୍ରଭୂ ରାଧା କୃଷ୍ଣ ଅପାରକରୁଣା ରୁ ତାଳଚେର ସହର ଲଙ୍ଗିଯୋଡା ତେଳବେରିନା ଲିଙ୍ଗରାଜ ଟାଉନସିପ୍ ପାଖ ସ୍ଥିତ ରାଧାକୃଷ୍ଣ ମନ୍ଦିର ରେ ଶ୍ରୀମଦ ଭାଗବତ କଥାମୃତ ପାରାୟଣ ତା ୨୭:୦୪:୨୬ ଠାରୁ ,୩୦:୦୪:୨୬ ରିଖ ୪ ଦିନ ବ୍ୟାପୀ ଯଥାବିଧି ସୁସମ୍ପର୍ଣ୍ଣ ହେବ ରୀତିନୀତି ଅନୁଯାୟୀ ରାଧାକୃଷ୍ଣ ମନ୍ଦିର ରେ କଳସରେ ସ୍ଥାପନ କରଯାଇଥିଲା । ସନ୍ଧ୍ୟା ସମୟରେ ଓଡ଼ିଶାର ଖ୍ୟାତନାମା ପ୍ରବଚକମାନେ ଆସି ସ୍ରୋତାମାନଙ୍କୁ ଶ୍ରୀମଦ ଭାଗବତ କଥାମୃତ ପାରାୟଣର ଅମୃତ କଥା ବଖାଣିବା ସହ ଭକ୍ତମାନେ ଶ୍ରବଣ କରିବାର ସୁଯୋଗ ପାଇବେ ।ପଣ୍ଡିତ ଗୋପାଳ କୃଷ୍ଣ ରାଜଗୁରୁ, ପଣ୍ଡିତ ରବୀନ୍ଦ୍ର କୁମର ଦାସ ପ୍ରତ୍ୟେକ ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା, ସହ ସନ୍ଧ୍ୟାରେ ପ୍ରବଚନ ଓ ପ୍ରତୀକ ଦିନ ପ୍ରସାଦ ସେବନର ବ୍ୟବସ୍ଥା ଦିଆଯିବା ନେଇ ଆୟୋଜକ ଲଙ୍ଗିଯୋଡା ଗ୍ରାମବାସୀ ପକ୍ଷରୁ ଜଣା ପଡିଛି l

Leave a Reply

Your email address will not be published. Required fields are marked *