Spread the love

ବାପା ବୀର ଛତ୍ରିଆ ର ଶ୍ରାଦ୍ଧବାର୍ଷିକୀ ପାଳନ କଲେ ଛତ୍ରିଆ ପରିବାର

*ଜୁନାଗଡ଼ *ଆଜକୁ ଅନେକ ବର୍ଷ ହେଲା ଆମକୁ ଛାଡ଼ି କେଉଁ ଦୁନିଆରେ ରହିଲ,ପରିବାର ଭୁଲିପାରୁନାହାନ୍ତି ବାପାଙ୍କ ସ୍ନେହ,ସେକଥା ସେହି ଭଗବାନଙ୍କୁ ଜଣା,, ପ୍ରତ୍ୟେକ ଦିନ ନିଜର ପରିବାର ସହିତ ହସ ଖୁସିରେ ବିତାଉଥିବା ଆମ ପାଖରେ ନାହାନ୍ତି,ଉତମ ମଧ୍ୟମ ଚର୍ଚା କରି ଘରକୁ ପଠାଇବା ସହିତ ସମସ୍ତଙ୍କ ଦୁଃଖ ସୁଖରେ ସାମିଲ ହୋଇ ଅନେକ ନାମ ଅର୍ଜନ କରିବା ସହିତ ଏବେ ମଧ୍ୟ ଲୋକମାନେ ତୁମର ସେହି ମଣିଷ ପଣିଆକୁ ମନେ ପକାଇ ଝୁରୁଛନ୍ତି.ଆଜିର ଏହି ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ତୁମର ବଡ଼ ପୁଅ ଜଗବନ୍ଧୁ ଛତ୍ରିଆ, ଧର୍ମପତ୍ନୀ ଲଲିତା ଛତ୍ରିଆ,ନାତି ଚଇତନ ଛତ୍ରିଆ, ବଲଭଦ୍ର ଛତ୍ରିଆ, ନାତୁଣି ସୁନିନ୍ଦିତା ଛତ୍ରିଆ,ସାନପୁଅ ତୁମର ସାହେବ୍ ଛତ୍ରିଆ, ଧର୍ମପତ୍ନୀ ପ୍ରତିମା ଛତ୍ରିଆ,ନାତୁଣି ଯଶୋଧାରା ଛତ୍ରିଆ,ଲଖ୍ମିପ୍ରିୟା ଛତ୍ରିଆ,ନାତି କୁଲଦିପ ଛତ୍ରିଆ ଓ ତୁମର ବଡ‌ ଭଣଜା ଜଳନ୍ଧର ଡଙ୍ଗରି,ତୁମର ବଡ଼ ଝିଅ ସକୁନ୍ତଲା ଡଙ୍ଗରି ଓ ଅନ୍ୟଝିଅ ମାନେ ,ତୁମର‌ ବଡ଼ ନାତି ପିଣ୍ଟୁ,ମନ୍ଟୁ,ଓ ଅନ୍ୟ ନାତି ନାତୁଣୀ ମାନେ ସମେତ ତୁମର ଭଣଜା ତରଙ୍ଗ ଖମାରି, ସଞ୍ଜୟ ଖମାରି, ସମସ୍ତେ ତୁମରି ବାଟକୁ ଅପେକ୍ଷା କରି ଆଜିର ଏହି ଦିନରେ ଗଭିର ଦୁଃଖ ପ୍ରକାଶ କରିବା ସହିତ, ତୁମକୁ ଝୁରିମରୁଛନ୍ତି, ତୁମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି.ଯେଉଠି ଥାଅ, ଭଲରେ ଥାଅ,ଖୁସିରେ ଥାଅ ଓ ଆମ ଉପରେ ତୁମର ଆଶିର୍ବାଦ ସଦା ସର୍ବଦା ଥାଉ.

Leave a Reply

Your email address will not be published. Required fields are marked *