Spread the love

ମହିଳା ସଂରକ୍ଷଣ ବିଲ ପାରିତ ନ କରିବା ଓ ନାରୀନିର୍ଯ୍ୟାତନା ରୋକିବା ଅସଫଳ କୁ ନେଇ ବିଯୁଜନତା ଦଳର ପ୍ରତିବାଦ !

ଜୁନାଗଡ଼ (ବାଲେଶ୍ୱର ସୁନାନୀ )26/5/ ଜୁନାଗଡ଼ ବ୍ଲକ ରେ ମହିଳା ବିଯୁଜନତା ଦଳ ତରଫରୁ ବିଶାଳ ଶୋଭାଯାତ୍ରା ରେ ବାହାରି, ଭାରତୀୟ ଜନତା ପାର୍ଟି ର ମହିଳା ସଂରକ୍ଷଣ ବିଲ 2023ରେ କାର୍ଯ୍ୟକାରୀ କରିବା କଥା, ନକରି ବିରୋଧୀ ଙ୍କ ଉପରେ ଦୋଷ ଲଦି ବଞ୍ଚି ଯିବାପାଇଁ ଜୋ ଦୋମୁହାଁ ନୀତିଓ ନାରୀ ନିର୍ଯ୍ୟାତନା, 33%ମହିଳା ସଙ୍ଗରକ୍ଷଣ ବିଲ ପାରିତ ନ କରିପାରିବା ସେହି ପ୍ରତିବାଦରେ ଜୁନାଗଡ଼ରେ ମହିଳା ବିଯୁଜନତା ଦଳ ରେଣ୍ଡୋ ମାଝୀ ସଂସ୍କୃତି ଭବନ ଠାରୁ ହଜାର ହଜାର ମହିଳାକର୍ମୀ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ନେତୃତ୍ୟରେ ଶୋଭାଯାତ୍ରା ରେ ବାହାରି ବି ଜେ ପି ସରକାରଙ୍କ ବିରୁ ଦ୍ଧରେ ସ୍ଵର ଉତ୍ତାଳନ କରି ରାଷ୍ଟ୍ରପତି ଙ୍କୁ ବି ଡି ଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବା ପାଇଁ ବ୍ଲକ କୁ କଳାହାଣ୍ଡି ବିଯୁଜନତା ଦଳ ସଭାପତି ପ୍ରଦୀପ ଦିଶାରୀ, ନର୍ଲା ବିଧାୟିକା ମନୋରମା ମହାନ୍ତି,ଜିଲ୍ଲାପରିଷଦ ଉପାଧ୍ୟଖ୍ୟା ଶ୍ରୀମତି ସୁଧୀରା ମେହେର,ଜିଲ୍ଲା ବି ଜେ ଡି ସଭାନେତ୍ରୀ ସବିତା ପ୍ରଧାନ,ବ୍ଲକ ଅଧ୍ୟାଖ୍ୟା ଶ୍ରୀମତୀ ସବିତା ମେହେର, ଏନ ଏ ସି ଅଧ୍ୟାଖ୍ୟା ଶ୍ରୀମତୀ ହିମାଦ୍ରୀ ନାଏକ,

ଜିଲ୍ଲାପରିଷଦ ଶ୍ରୀମତୀ ସଂଗୀତ ଖରସେଲ, ବ୍ଲକ ଉପାଧ୍ୟଖ୍ୟ ଶ୍ରୀ ପ୍ରମୋଦ ବେହେରା,ମହେଶ ସହୂ, ଦୀନେଶ ବଗର୍ତି, ଆଦିତ୍ୟ ନନ୍ଦ,ତାରାଶଙ୍କର ରାଇଗୁରୁ, ମନୋରମା ମହାଳିକ,,ଜିଲ୍ଲା ବି ଜେ ଡି କର୍ମ କର୍ତା,ବ୍ଲକ କର୍ମକର୍ତା ପଂଚାୟତ ସ୍ତରୀୟ କର୍ମ କର୍ତା, ଏନ ଏ ସି କର୍ମକର୍ତା ହଜାର ହଜାର ସଂଖ୍ୟାରେ ପହଂଚି ବି ଡି ଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ,ଭାରତୀୟ ଜନତା ପାର୍ଟି ର ଦୋମୁହାନୀତି, ଜନତାଙ୍କୁ ଧୋକା ଦେଇ, ଲୋକଙ୍କ ସରକାର ବୋଲାଉ ଥିବା ସରକାର ର ଅପାରଗତା, 2023ରେ ପାରିତ ହୋଇଥିବା 33%ମହିଳା ସଂରକ୍ଷଣ ବିଲ କୁ ପାରିତ ନ କରି2026ରେ ରାଜ୍ୟ ସଭାନିର୍ବାଚନ କୁ ଆଖିରେ ରଖି 33%ମହିଳା ସଂରକ୍ଷଣ ବିଲ ପାରିତ କରିବାରେ ବିଫଳ ହୋଇଥିବା ଏହି ଭାରତୀୟ ଜନତା ପାର୍ଟି ସରକାର ର ଅପାରଗତା ବୋଲି ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ରଖିଥିଲେ,ଆଗାମୀ ଦିନରେ କିପରି ବିଜେଡି ପଂଚାୟତ ସ୍ଥରରୁ ଜିଲ୍ଲା ସ୍ଥର ପର୍ଯ୍ୟନ୍ତ ବିଜୟୀ ହେବ ତାହା କର୍ମୀ ମାନଙ୍କୁ ଉଧବୋଧନ ଦେଇ ଥିଲେ।

Leave a Reply

Your email address will not be published. Required fields are marked *