ଚିଲିକା : ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ । କୃଷ୍ଣପ୍ରସାଦ ଅଧୀନ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ଆସନ୍ତା ୪ ଦିନ ଧରି ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିବା ନେଇ ସୂଚନା ରହିଛି ।
ଚିଲିକା : ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ । କୃଷ୍ଣପ୍ରସାଦ ଅଧୀନ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ଆସନ୍ତା ୪ ଦିନ ଧରି ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିବା ନେଇ ସୂଚନା ରହିଛି ।
ଭୁବନେଶ୍ଵର : ବଦଳିଲା CRUTର ନାଁ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟରୁ ହେଲା କମ୍ପ୍ରିହେନସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ । ସରକାର CRUTର ନାମ ବଦଳାଇଛନ୍ତି । ବାରିପଦା, ଅନୁଗୁଳ, ଝାରସୁଗୁଡା ଓ ବାଲେଶ୍ଵରରେ ଚାଲିବ ଆମ ବସ । ଆମ ବସ ସେବା ସଂପୂର୍ଣ୍ଣ ଇଭି ହେବା ନେଇ ନଗର ଉନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । କଟକ, ଭୁବନେଶ୍ବର ଓ ରାଉରକେଲା ପାଇଁ 100 ଟି ଇଭି ବସ ଆସିବା । ସମ୍ବଲପୁର ଓ ବ୍ରହ୍ମପୁରରେ ମଧ୍ୟ 100 ଇଭି ବସ ଚଳାଚଳ କରିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ଭୁବନେଶ୍ଵର : ବଦଳିଲା CRUTର...
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ୨୦ ତାରିଖ ବୁଧବାର ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଏବଂ କରେସପଣ୍ଡେସ୍ କୋର୍ସ ଫଳ ପ୍ରକାଶ ପାଇବ। ଆଜି ୨୦ ତାରିଖ ମଧ୍ୟାହ୍ଣ ୧୨ଟା ୩୦ରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ପରୀକ୍ଷା ଫଳ ପ୍ରକାଶ ପରେ ଅପରାହ୍ଣ ୩ଟାରେ results.odisha.gov.in ଓ results.digilocker.gov.in ଲଗଇନ୍ କରି ପରୀକ୍ଷାର୍ଥୀ ସେମାନଙ୍କର ଫଳ ଜାଣିପାରିବେ। ସାମ୍ସ ଇ-ସ୍ପେସ୍ରେ...
ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଆୟୋଜିତ ହେଉଥିବା ଆଜିର ଜୋନାଲ କନ୍ଫରେନ୍ସରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଓ କୃଷି ଉଦ୍ୟୋଗୀଙ୍କ ଦ୍ୱାରା ଶଙ୍କର ଏବଂ ଏଲିଟ୍ କିସମର ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ଜିଲ୍ଲାରୁ ଏବଂ କେନ୍ଦ୍ରୀୟ ଉଦ୍ୟାନ ପ୍ରଶିକ୍ଷଣ ସଂସ୍ଥା ତରଫରୁ ୩୫ରୁ ୪୦ କିସମର ଆମ୍ବ ଏଥିରେ ସ୍ଥାନ ପାଇଥିଲା । ସେଥି ମଧ୍ୟରୁ ମୟୂରଭଞ୍ଜରୁ ଆସିଥିବା ସିମିଲଟନ୍ ସୁନ୍ଦରୀର ନାଲିରଙ୍ଗ ବେଶ୍ ଆକର୍ଷିତ କରିଥିଲା । ଏତଦ୍ବ୍ୟତୀତ କିଲୋ ପ୍ରତି ୧୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ଦାମରେ ବିକ୍ରି ହେଉଥିବା ମିଆଜାକି ଆମ୍ବ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏଥି...
ଜାଗ୍ରତ ଭାରତ ନ୍ୟୂଜ୍ ର ସମସ୍ତ ପାଠକ ଏବଂ ଦର୍ଶକମାନଙ୍କ ପାଇଁ ଆଜିର ସମ୍ପୂର୍ଣ୍ଣ ରାଶିଫଳ। ନିଜର ରାଶି ଅନୁଯାୟୀ ଆଜିର ଶୁଭ ଫଳାଫଳ, ଶୁଭ ସଂଖ୍ୟା, ଶୁଭ ରଙ୍ଗ, ସମୟ ଏବଂ ପ୍ରତିକାର ସମ୍ପର୍କରେ ଜାଣନ୍ତୁ। ମେଷ ରାଶି (Aries) ବୃଷ ରାଶି (Taurus) ମିଥୁନ ରାଶି (Gemini) କର୍କଟ ରାଶି (Cancer) ସିଂହ ରାଶି (Leo) କନ୍ୟା ରାଶି (Virgo) ତୁଳା ରାଶି (Libra) ବିଛା ରାଶି (Scorpio) ଧନୁ ରାଶି (Sagittarius) ମକର ରାଶି (Capricorn) କୁମ୍ଭ ରାଶି (Aquarius) ମୀନ ରାଶି (Pisces)
ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବ ଭାରତରେ କୃଷିର ଭବିଷ୍ୟତ ଓ ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ଏକ ବ୍ୟାପକ ରୋଡମ୍ୟାପ୍ ସଂପର୍କରେ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ କ୍ରାନ୍ତିକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଛନ୍ତି। କୃଷି ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ...
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇ.ଏସ.ଆଇ ମେଡିକାଲ କଲେଜ ଭୁବନେଶ୍ୱର: ଭୁବନେଶ୍ୱରର ଅନ୍ଧାରୁଆଠାରେ ଇ.ଏସ.ଆଇ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୧୮.୦୫.୨୦୨୬ ରିଖରେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ (ଇ.ଏସ୍.ଆଇ.ସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ବୃହତ ପ୍ରକଳ୍ପର ସ୍ଥାୟୀ ଭିତ୍ତିଭୂମି ଅନ୍ଧାରୁଆଠାରେ ନିର୍ମାଣ ହେବାକୁ ଥିବାବେଳେ, ମେଡିକାଲ କଲେଜର କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ପାଇଁ ବର୍ତ୍ତମାନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଇ.ଏସ୍.ଆଇ ହସ୍ପିଟାଲକୁ ବ୍ୟବହାର କରାଯିବ। ଏଥିପାଇଁ ଶ୍ରମ ବିଭାଗ ପକ୍ଷରୁ ଉକ୍ତ ହସ୍ପିଟାଲକୁ ଆନୁଷ୍ଠାନିକ ଭାବେ...
ମେ ୨୦ରେ ବନ୍ଦ ହେବ ସବୁ ମେଡିସିନ ଦୋକାନ: ଜାରି ହେଲା ୭ ସୂତ୍ରୀ ଗାଇଡଲାଇନ୍ ଆସନ୍ତା ମେ ୨୦ ତାରିଖ ଦିନ ରାଜ୍ୟର ସମସ୍ତ ଘରୋଇ ମେଡିସିନ ଦୋକାନ (Medicine Shops) ବନ୍ଦ ରହିବ। ନିଜର ବିଭିନ୍ନ ଦାବି ପୂରଣ ନେଇ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ତେବେ ଏହି ସମୟରେ ଯେପରି ସାଧାରଣ ରୋଗୀମାନେ ହଇରାଣ ନହୁଅନ୍ତି ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ନହୁଏ, ସେଥିପାଇଁ ପ୍ରଶାସନ ଓ ସଂଘ ପକ୍ଷରୁ ମିଳିତ ଭାବେ ଏକ ୭ ସୂତ୍ରୀ ଗାଇଡଲାଇନ୍ ଜାରି କରାଯାଇଛି। ୭ ସୂତ୍ରୀ ଗାଇଡଲାଇନ୍ର ମୁଖ୍ୟାଂଶ: ଜନସାଧାରଣଙ୍କୁ ଅନୁରୋଧ:...
ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ପଶ୍ଚିମବଙ୍ଗ ଓ ଅନ୍ୟ ପ୍ରାନ୍ତର ନିର୍ବାଚନ ପରେ ଦର୍ଶନ ସୁଯୋଗ ମିଳିଲା । ମହାପ୍ରଭୁଙ୍କ ପାଖରେ ଓଡିଶା ବାସୀ ଓ ଦେଶବାସୀଙ୍କ ପାଇଁ ଆଶୀର୍ବାଦ ଲୋଡିଲି ବୋଲି କହିଛନ୍ତି । ସବୁ ବର୍ଗର ଲୋକଙ୍କ ପାଇଁ ଶାନ୍ତି ଓ ସମୃଦ୍ଧି କାମନା କଲି । ପିଲାଦିନ ପରେ ମୋତେ ପୁଣି ଥରେ ଦର୍ଶନ କରିବାର ସୁଯୋଗ ମିଳିଲା । ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବନିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ।...
ଜାଗ୍ରତ ଭାରତ ନ୍ୟୂଜ୍ ସ୍ୱତନ୍ତ୍ର: ଆଜିର ରାଶିଫଳ (୧୯ ମଇ ୨୦୨୬) ଜାଗ୍ରତ ଭାରତ ନ୍ୟୂଜ୍ର ଅଗଣିତ ପାଠକ ଏବଂ ଦର୍ଶକମାନଙ୍କ ପାଇଁ ଉପସ୍ଥାପିତ ଆଜିର ଦୈନନ୍ଦିନ ରାଶିଫଳ। ଜାଣନ୍ତୁ ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ଏବଂ କେଉଁ ପ୍ରତିକାର ଦ୍ୱାରା ଦିନଟିକୁ ଅଧିକ ଶୁଭମୟ କରିପାରିବେ। ୧. ମେଷ ରାଶି (Aries) ୨. ବୃଷ ରାଶି (Taurus) ୩. ମିଥୁନ ରାଶି (Gemini) ୪. କର୍କଟ ରାଶି (Cancer) ୫. ସିଂହ ରାଶି (Leo) ୬. କନ୍ୟା ରାଶି (Virgo) ୭. ତୁଳା ରାଶି (Libra) ୮. ବିଚ୍ଛା ରାଶି (Scorpio) ୯. ଧନୁ ରାଶି (Sagittarius)...









All rights reserved. Designed by Inter Softech