ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ (+2) ପରୀକ୍ଷା ଫଳ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିବା ବେଳେ ପାସ୍ ହାର ବେଶ୍ ଉତ୍ସାହଜନକ ରହିଛି।ଏଠାରେ ସମ୍ପୂର୍ଣ୍ଣ ଖବର ଓ ଗୁରୁତ୍ୱପୂର୍ଣ୍ଣ ସୂଚନା ଉପରେ ନଜର ପକାନ୍ତୁ: ଚଳିତ ବର୍ଷ ଯୁକ୍ତ ୨ ପାସ ହାର ୮୫.୮୫% ରହିଛି । କଳାରେ ଛାତ୍ରଛାତ୍ରୀଙ୍କର ପାସ ହାର ୮୪.୫୦ % ରହିଥିବା ବେଳେ ବାଣିଜ୍ୟ ରେ ପାସହାର ୮୮.୦୭ % , ବିଜ୍ଞାନରେ ପାସ ହାର ୮୮.୮୦ %, ଧନ୍ଦାମୂଳକ ଶିକ୍ଷାରେ ପାସ ହାର...



