Category: ନୂଆଦିଲ୍ଲୀ

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ୀକରଣ ଓ ଆଗାମୀ କାର୍ଯ୍ୟପନ୍ଥା ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ…

ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୦ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଗତ ୪୦ ବର୍ଷରେ…

କେନ୍ଦ୍ରର ନୋଟିସ୍ ପରେ ଜବାବ ରଖିଲା ମେଟା, ସୁରକ୍ଷାକୁ ଦେଲା ଗୁରୁତ୍ୱ

ଆପତ୍ତି ପରେ ହ୍ୱାଟସଆପ୍ ର ସ୍ପଷ୍ଟୀକରଣ!। ହ୍ୱାଟସଆପ୍ ‘ୟୁଜରନେମ୍’ ଫିଚର ଉପରେ କେନ୍ଦ୍ର ସରକାରଙ୍କ ନୋଟିସ୍ ପରେ ଜବାବ ରଖିଲା ମେଟା। ଫ୍ରଡ୍ ଏବଂ ନକଲି ଆକାଉଣ୍ଟ ରୋକିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ହ୍ୱାଟସଆପ୍ ର ଆଗାମୀ ‘ୟୁଜରନେମ୍’ ଫିଚରକୁ…

ଜାତୀୟ ସ୍ତରରେ “ଭିବି-ଜି ରାମ ଜି ଯୋଜନା”ର ଶୁଭାରମ୍ଭ କଲେ ଶିବରାଜ ସିଂହ ଚୌହାନ

ଗ୍ରାମୀଣ ବିକାଶକୁ ମିଳିଲା ନୂଆ ଗତି; ଆନ୍ଧ୍ରପ୍ରଦେଶରୁ ଆରମ୍ଭ ହେଲା ‘ବିକଶିତ ଭାରତ-ଜି ରାମ୍ ଜି ଯୋଜନା’ ‘ପ୍ରତ୍ୟେକ ହାତକୁ କାମ, ପ୍ରତ୍ୟେକ ପେଟକୁ ଖାଦ୍ୟ’ ସଂକଳ୍ପ ସାକାର ହୋଇଛି: ଶ୍ରୀ ଚୌହାନ ମନରେଗା ଠାରୁ ଆଗକୁ ବଢି ‘ଭିବି –…

ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ସଫଳ ITBP, BSF ଏବଂ NSG ମାଉଣ୍ଟ ଏଭରେଷ୍ଟ ଏବଂ ମାଉଣ୍ଟ ଲହୋତସେ ଅଭିଯାନ ଦଳକୁ ସମ୍ମାନିତ କଲେ

ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ସଫଳ ITBP, BSF ଏବଂ NSG ମାଉଣ୍ଟ ଏଭରେଷ୍ଟ ଏବଂ ମାଉଣ୍ଟ ଲହୋତସେ ଅଭିଯାନ ଦଳକୁ ସମ୍ମାନିତ କଲେ ନୂଆଦିଲ୍ଲୀ | 30 ଜୁନ୍ 2026 : ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ…

ଖରାପ ପାଗ ଯୋଗୁଁ ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ

ନୁଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ ହୋଇଛି । ଖରାପ ପାଗ ଓ ଆବହା ଅବସ୍ଥାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ସୂଚନା ମିଳିଛି । ଏନେଇ ବରଗଡ ସାଂଦ ପ୍ରଦୀପ ପୁରୋହିତୋ ସୂଚନା ଦେଇଛନ୍ତି…

ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସଲାମିକ ଗଣରାଜ୍ୟ ଇରାନର ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେଶକିୟାନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି।ରାଷ୍ଟ୍ରପତି ପେଜେଶକିୟାନ ପ୍ରଧାନମନ୍ତ୍ରୀଙ୍କୁ ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଏବଂ ଆଗକୁ ବଢ଼ିବାର…

ମୋଦୀଙ୍କ ନେତୃତ୍ୱକୁ ଆମେରିକାର ପ୍ରଶଂସା

ନୁଆଦିଲ୍ଲୀ : ପୁଣି ଭାରତର ପ୍ରଂଶସାରେ କରିଛି ଆମେରିକା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ନୀତିଠୁ ନେଇ ନେତୃତ୍ବକୁ ପ୍ରଂଶସା କରିଛି ଆମେରିକା । ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗର୍ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ…

ସ୍କୁଲ ବସ୍ ଉପରେ ଗଛ ପଡ଼ିବାରୁ ଛାତ୍ର ମୃତ

ନୁଆଦିଲ୍ଲୀ : ମଙ୍ଗଳବାର ଦିନ ମୁମ୍ବାଇର ଚେମ୍ବୁରରେ ସ୍କୁଲ ବସ୍ ଉପରେ ଗଛ ପଡ଼ିଯିବାରୁ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଜଣେ ଛାତ୍ର ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରେ…

ଧୀରଜ ସେଠ୍ ହେଲେ ନୂଆ ସ୍ଥଳସେନା ମୁଖ୍ୟ

ନୁଆଦିଲ୍ଲୀ: ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଅବସର ଗ୍ରହଣ କରିବା ପରେ କେନ୍ଦ୍ର ସରକାର ଧୀରଜ ସେଠଙ୍କୁ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି।…