କୋରେଇ ବିଧାୟକଙ୍କ ଦ୍ୱାରା ତାହାରପୁର ପଂଚାୟତରେ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ
କୋରେଇ ବିଧାୟକଙ୍କ ଦ୍ୱାରା ତାହାରପୁର ପଂଚାୟତରେ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଶୁଭ ଭିତିପ୍ରସ୍ତର ସ୍ଥାପନ କୋରେଇ, ୦୯/୦୨ : ସୋମବାର କୋରେଇ ବ୍ଲକ୍ ଅର୍ନ୍ତଗତ ତାହାରପୁର ଗ୍ରାମ ପଂଚାୟତ ତାହାରପୁର ଖେଳପଡିଆ ଠାରୁ ଏକ ବିଶାଳ ମଟର ସାଇକେଲ ରାଲିରେ କୋରେଇର…
