Category: Metro city

ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି ବିଏମସି: ମେୟର

ଭୂବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଣ୍ଡିସ୍ ଓ ଡାଇରିଆ ବ୍ୟାପିବା ଘଟଣାରେ ପ୍ରତିକ୍ରିୟା ରଖିଲେ ମେୟର ସୁଲୋଚନା ଦାସ । ­ସେ କହିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇଛି। ସେହି ସବୁ ଅଞ୍ଚଳରେ ଜଣ୍ଡିସ୍‌ ବ୍ୟାପିବାର କାରଣ ଜଣାପଡିଛି । ଅନେକ…

୪୦ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଅନନ୍ତା, ଦେଶ ଦୃଶ୍ୟରେ ଦର୍ଶକଙ୍କ ଆଖିରେ ଲୁହ

ଭୁବନେଶ୍ୱର – ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାକୁ ନେଇ ସବ୍ୟସାଚୀ ମହାପାତ୍ର ଏବଂ କୁମାର ସି ଦେବଙ୍କ ନିର୍ଦ୍ଦେଶିତ “ଅନନ୍ତା” ସାରା ଓଡ଼ିଶାରେ ୪୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା l ନିଛକ ଓଡ଼ିଆ କାହାଣୀ…

ନୀତି ଆୟୋଗ ବୈଠକରେ ‘ସୁଭଦ୍ରାର ‘ ସଫଳତା ବଖାଣିିଲେ ମୁଖ୍ୟମନ୍ତ୍ରୀ, କହିଲେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ

ଆଜି ଦିଲ୍ଲୀରେ ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶର ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ ଆମକୁ ବିକାଶର ଗତି ବୃଦ୍ଧି…

ଭାରତୀୟ ଦୂତାବାସ ଅଧିକାରୀଙ୍କୁ ବହିଷ୍କାର କଲା ପାକିସ୍ତାନ

ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସର ଜଣେ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଗୁରୁବାର ଘୋଷଣା କରିଛନ୍ତି ପାକ୍‌ ସରକାର। ଭାରତର କାର୍ଯ୍ୟାନୁଷ୍ଠାନର ବିରୋଧରେ ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ପାକିସ୍ତାନ ଦୂତାବାସର ଆଉ ଜଣେ ଅଧିକାରୀଙ୍କୁ ବହିଷ୍କାର କଲା ଭାରତ। ଆଜି…

ମୁମ୍ବାଇକୁ ବୋମାରେ ଉଡାଇବାକୁ ଧମକ

ମୁମ୍ବାଇକୁ ପୁଣି ଉଡେଇବାକୁ ଧମକ । ଇମେଲ ମାଧ୍ୟମରେ ମାୟାନଗରୀକୁ ଉଡେଇବାକୁ ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ଏକ ଇମେଲ୍ ପଠାଇଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସହରରେ ଏକ ବଡ଼…

ଜଜଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ଘରୁ ମିଳିଥିବା ବିପୁଳ ପରିମାଣର ନଗଦ ଟଙ୍କା । ଯାହାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଛି ବିବାଦ । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟ କହିଛନ୍ତି ଯେ ଏହି ଘଟଣା…

ଭୁବନେଶ୍ୱରରୁ ସିଧା କଟକକୁ ଚାଲିବ ମେଟ୍ରୋ ରେଳ : ମନ୍ତ୍ରୀ

ଭୂବନେଶ୍ୱର, ୧୮/୦୩ : ଓଡ଼ିଶା ସରକାର ଭୁବନେଶ୍ୱରରୁ ତ୍ରିସୁଲିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ଟ୍ରେନ୍ ସେବାକୁ କଟକ ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯୋଜନା କରୁଛନ୍ତି। ମେଟ୍ରୋ ପ୍ରକଳ୍ପର କାର୍ଯ୍ୟକ୍ଷମତାକୁ ନେଇ ମନ୍ତ୍ରୀ କହଛନ୍ତି, ମେଟ୍ରୋର ଆବଶ୍ୟକତା ରହିଛି । ପୂର୍ବ ସରକାର ଭୁବନେଶ୍ବରରୁ…

ଭୁବନେଶ୍ବରରେ ହେବ ୫୦ କୋଟି ଟଙ୍କା ବ୍ୟୟରେ ଆଧୁନିକ ମାଛ ମାର୍କେଟ୍

ଭୁବନେଶ୍ବରରେ ସ୍ଥାପନ ହେବାକୁ ଯାଉଛି ୫୦ କୋଟି ଟଙ୍କା ବ୍ୟୟବରାଦରେ ଏକ ଆଧୁନିକ ମାଛ ମାର୍କେଟ୍ । ଉତ୍ତର ଭୁବନେଶ୍ବରର ପାଣ୍ଡରା ଅଂଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆସୁଥିଲେ…

କଟକରେ ବେଆଇନ୍ ବନ୍ଧୁକ କାରଖାନା ; ୩୦ରୁ ଅଧିକ ବନ୍ଧୁକ ଜବତ, ୪ ଗିରଫ

ଏସଟିଏଫ୍ କୁ ବଡ ସଫଳତା। କଟକ ବୟାଳିଶି ମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଠାବ ହୋଇଛି। ୩୦ରୁ ଅଧିକ ବନ୍ଧୁକ ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଦୀର୍ଘ ଦିନରୁ ଏଠାରେ ବେଆଇନ ଭାବେ ବନ୍ଧୁକ ତିଆରି କରାଯାଉଥିଲା। ଏବଂ…

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୋଲିପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖସମୃଦ୍ଧି ଆଣିଦେଉ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି । ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏହି ପର୍ବ ଏକତାର ପ୍ରତୀକ…