Month: May 2025

କ୍ରୁଟର ବଡ଼ ନିଷ୍ପତ୍ତି: ଏଣିକି ୫ ବର୍ଷ ଅଭିଜ୍ଞତା ନଥିଲେ ଆମ ବସ୍‌ ଡ୍ରାଇଭିଂ ମନା

ଭୂବନେଶ୍ୱର: ଗତ କିଛି ଦିନ ହେବ ଆମ ବସ୍ ଦ୍ୱାରା ଅନେକ ଦୁର୍ଘଟଣା ଘଟିଛି। ଫଳରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଆସୁଥିଲା। ଫଳରେ ଆମ ବସ୍‌ ଦୁର୍ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ…

ବଡ କୂଟନୈତିକ ବିଜୟ: ସ୍ବର ବଦଳେଇଲା କଲମ୍ବିଆ, ପାକ୍.ପାକ୍ ଛାଡି, ଭାରତ.ଭାରତ ଗାଇଲା

ନୂଆଦିଲ୍ଲୀ: ବଡ ସଫଳତାର ସହ ଆଗେଇ ଚାଲିଛନ୍ତି ଅପରେସନ ସିନ୍ଦୂରର ପ୍ରତିନିଧିଦଳ । ବିଦେଶରେ ଲଗାତାର ପାକିସ୍ତାନର ପର୍ଦ୍ଦାଫାସ କରୁଛନ୍ତି । ପାକିସ୍ତାନର ମିଥ୍ୟା ଉପରୁ ପରଦା ହଟାଉଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ଭାରତ ବଡ କୂଟନୈତିକ ବିଜୟ ହାସଲ…

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧ ହଜାର ବସ୍, ବସ୍ ଷ୍ଟପେଜରେ ଯାତ୍ରୀଙ୍କୁ ଦିଆଯିବ ୧୦ଟଙ୍କାରେ ଖାଦ୍ୟ

ପୂରୀ: ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ଏକ ହଜାର ବସ୍ । ଅନ୍ୟ ବସ୍ ଗୁଡ଼ିକୁ ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ଦିଆଯିବ। ପୁରୀକୁ ସାରା ରାଜ୍ୟରୁ ବସ ଗଡିବ। ପୁରୀ ତାଳବଣିଆ ଓ ମାଳତିପାଟପୁରରେ ହେବ…

ବ୍ରହ୍ମପୁର ଆର୍ ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼୍

ବ୍ରହ୍ମପୁର: ଆର ଆଣ୍ଡ ବି (R&B) ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ…

‘ନାରୀଶକ୍ତିକୁ ଚାଲେଞ୍ଜ କରି ବିନାଶକୁ ଡାକିଛନ୍ତି ଆତଙ୍କବାଦୀ’: ଭୋପାଳରେ ରଣହୁଙ୍କାର ଦେଲେ ମୋଦି

ଭୋପାଳ: ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ଆଉ ଏହା ହଇର୍ ତାଙ୍କ ବିନାଶର କାରଣ ପାଲଟିଲା । ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ…

ଆତ୍ମସମର୍ପଣ କଲେ ୧୭ ମାଓବାଦୀ; ଆର୍ଥିକ ସହାୟତା ସହ କରାଯିବ ଆତ୍ମନିର୍ଭରଶୀଳ

ମାଲକାନଗିରି: ଶୁକ୍ରବାର ଦିନ ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ୍ ଜିଲ୍ଲା ପୋଲିସ ଅଧୀକ୍ଷକ ବି ରୋହିତ ରାଜୁଙ୍କ ନିକଟରେ ୪ ଦୁର୍ଦ୍ଦାନ୍ତ କ୍ୟାଡରଙ୍କ ସମେତ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।’ଅପରେସନ୍ ଚେୟୁଥା’ ଅନ୍ତର୍ଗତ କଲ୍ୟାଣକାରୀ ପଦକ୍ଷେପ ପ୍ରତି ଆକର୍ଷିତ ହେବା…

ରଥଯାତ୍ରାରେ ଟ୍ରାଫିକ ପରିଚାଳନା ଉପରେ ପ୍ରାଧାନ୍ୟ, କୋଣାର୍କରୁ ପୁରୀରେ ଲାଗିବ କଟକଣା

କଟକ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ…

ତୁର୍କୀ ଉପରେ ଭାରତର ପ୍ରହାର; ତୁର୍କୀ ଏୟାରଲାଇନ୍ସ ସହିତ ଡିଲ ସମାପ୍ତ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ:ଭାରତର ଶତ୍ରୁ ଦେଶ ପାକିସ୍ତାନକୁ ତୁର୍କୀର ସମର୍ଥନ ପରେ ଭାରତ ଏବଂ ତୁର୍କୀ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏବେ ଏହି ତିକ୍ତତାର ପ୍ରଭାବ ବିମାନ ଚଳାଚଳ କ୍ଷେତ୍ର ଉପରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ।…

ମନ୍ଦିରରୁ ଦୁଇ ହୁଣ୍ଡି ଶକ୍ତିଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଲୁଟ୍

ମନ୍ଦିରରୁ ଦୁଇ ହୁଣ୍ଡି ଶକ୍ତିଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଲୁଟ୍ ତାଳଚେର, ୨୯/୦୫ ଏହା କୌଣସି ଗ୍ରାମାଞ୍ଚଳ ନୁହେଁ, ବରଂ ତାଳଚେର ସହର ପୋଲିସ ଷ୍ଟେସନରୁ ମାତ୍ର ଅଧ କିଲୋମିଟର ଦୂରରେ ନବମୀଶାର କଲୋନୀରେ ଏକ ଗାୟତ୍ରୀ ମନ୍ଦିର, ଏକ ମହାକାଳେଶ୍ୱର ମନ୍ଦିର…

ବିକାଶ ଖୋଜୁଛି ତାଳଚେର ରାଣୀପାର୍କ ବସ୍‌ଷ୍ଟାଣ୍ଡବାରମ୍ବାର ଅଭିଯୋଗ ପରେ ମଧ୍ୟ ଦୃଷ୍ଟି ପଡ଼ୁନି କାହାର!

ତାଳଚେର, ୩୦/୦୫ ଶିଳ୍ପନଗରୀ କଳାହୀରା ସହର ତାଳଚେର ରାଜ୍ୟରେ ଏକ ନିଜସ୍ୱ ପରିଚୟ ସୃଷ୍ଟିି କରିପାରିଛି । ଖଣିଖାଦାନ, ଶିଳ୍ପ ଓ ପର୍ଯ୍ୟଟନ ସବୁଥିରେ ନିଜର ପାରଦର୍ଶିତା ଲାଭ କରିପାରିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ପରିବାର…