ବ୍ରହ୍ମପୁରରେ ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଗଞ୍ଜାମ ଆନୁକୁଲ୍ୟରେ ସାମାଜିକ ସମରସତା ଅଭିଯାନ ସମ୍ମିଳନୀ ଅନୁଷ୍ଠିତ
*ବ୍ରହ୍ମପୁରରେ ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଗଞ୍ଜାମ ଆନୁକୁଲ୍ୟରେ ସାମାଜିକ ସମରସତା ଅଭିଯାନ ସମ୍ମିଳନୀ ଅନୁଷ୍ଠିତ* ବ୍ରହ୍ମପୁର, ୩୧/୩ : ସ୍ଥାନୀୟ ଅକ୍ସଫୋର୍ଡ ପବ୍ଲିକ ସ୍କୁଲରେ ବିଶ୍ୱହିନ୍ଦୁ ପରିଷଦ ଗଞ୍ଜାମ ଓ ବଜରଙ୍ଗ ଦଳ ଗଞ୍ଜାମଙ୍କ ଆନୁକୂଲ୍ୟରେ ଭାରତୀୟ ସାମାଜିକ…
