ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ ଜେ ବି ଏନ, ୦୨/୦୪/୨୦୨୧, ମୁମ୍ବାଇ : ବଲିଉଡ ଜଗତରେ ପୁଣି ଜଣେ ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ବଲିଉଡ ଅଭିନେତ୍ରୀ ଭାବେ ପରିଚିତ ଆଲିଆ ଭଟ୍ଟ ଏବେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଆଲିଆ ଭଟ୍ଟ। ପଜିଟିଭ ଚିହ୍ନଟ ପରେ ଏବେ ସେ ହୋମ କ୍ୱାରାନଟାଇନ ରେ ଥିବା ନେଇ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ରେ ସୁଚନା ଦେଇଛନ୍ତି l
କରଣ ଜୋହର ଆଉ ଏକ ଷ୍ଟାର୍କିଡ୍ ଶାନୟା କପୁରଙ୍କୁ ଲଞ୍ଚ କରିଛନ୍ତି ଜେ ବି ଏନ, ୨୬/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ମୁମ୍ବାଇ : ବଲିଉଡର ସବୁଠୁ ବଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା କରଣ ଜୋହର ପୁଣି ଏକ ନୂଆ ଷ୍ଟାର୍କିଡ ଲଞ୍ଚ କରିବାକୁ ଯାଉଛନ୍ତି। ବଲିଉଡ ନିର୍ଦ୍ଦେଶକ ନିର୍ମାତା କରଣ ଜୋହର ଶାନୟା କପୁରଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି କ୍ୟାପସନରେ ଲେଖିଛନ୍ତି ଶାନୟା କପୁର ଧର୍ମ ପ୍ରଡକ୍ସନ୍ସ ସହିତ...
କୃଷକ ଆନ୍ଦୋଳନ ନେଇ ଦିଲ୍ଲୀରେ ଟ୍ରାଫିକ୍ ସମସ୍ୟା ଜେ ବି ଏନ, ୨୫/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଦିଲ୍ଲୀ ରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି। ସୂଚନା ମୁତାବକ କୃଷକଙ୍କ ବିରୋଧ ଯୋଗୁଁ ନୋଏଡା ଏବଂ ଗାଜିଆବାଦରୁ ଦିଲ୍ଲୀକୁ ଆସୁଥିବା ଟ୍ରାଫିକ ପାଇଁ ଚିଲା, ଗାଜୀପୁର ସୀମା ବନ୍ଦ ରହିଛି। ଆନନ୍ଦ ବିହାର, DND, ଅପସାରା, ଭୋପୁରା ଏବଂ ଲୋନି ସୀମା ଦେଇ ଦିଲ୍ଲୀ ଆସିବା ପାଇଁ ବିକଳ୍ପ ମାର୍ଗ ନେବାକୁ ଯାତ୍ରୀମାନଙ୍କୁ ଦିଲ୍ଲୀ ଟ୍ରାଫିକ ପୋଲିସ ପରାମର୍ଶ ଦେଇଛନ୍ତି l
ବିପୁଳ ପରିମାଣର ଗୁଳି ବନ୍ଧୁକ ଜବତ ସହ ଅଭିଯୁକ୍ତ ଗିରଫ ଜେ ବି ଏନ, ୧୧/୧୨/୨୦୨୦, କଟକ : ଧଳସାମନ୍ତ ଭ୍ରାତାଙ୍କ ସିଡିଏ ସ୍ଥିତ ବାସଭବନରେ ଚଢାଉ କରାଯାଇ ୧୬ଟି ଚୋରା ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ କରାଯାଇଥିଲା । ଗିରଫ ପୂର୍ବରୁ ଦୁଇ ଭାଇ ଏହାକୁ ଲୁଚାଇ ରଖିଥିଲେ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଅଭିଯୁକ୍ତ ପ୍ରକାଶ ବେହେରାକୁ ଜେରା ବେଳେ ଧଳସାମନ୍ତଙ୍କ ଘରେ ଚୋରା ବନ୍ଧୁକ ଓ ଗୁଳି ଥିବା ସୂଚନା ମିଳିବା ପରେ ଏଥିପାଇଁ ଗତକାଲି ଚଢାଉ କରାଯାଇଥିଲା ।ବନ୍ଧୁକଗୁଡିକ ବିହାରର ମୁଙ୍ଗେର ରୁ ଆସୁଥିଲା ବୋଲି ଜଣାପଡିଛି...









All rights reserved. Designed by Inter Softech