Category: ସମ୍ବଲପୁର

ଭିଜିଲାନ୍ସ ଜାଲରେ ଫସିଲେ ପଶୁଚିକିତ୍ସକ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ଫସିଲେ ପଶୁଚିକିତ୍ସକ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଭୂବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ସୋମବାର ଦିନ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲରେ ନିୟୋଜିତ ଜଣେ ବ୍ଲକ ପଶୁଚିକିତ୍ସା ଅଧିକାରୀ ଏବଂ ଜଣେ ପ୍ରୋଗ୍ରାମ ଆସିଷ୍ଟାଣ୍ଟଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି।…

ବଢ଼ୁଛି ହୀରାକୁଦ ଡ୍ୟାମ୍‌ ଜଳସ୍ତର : ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ଵଢ଼ୁଛି ହୀରାକୁଦ ଡ୍ୟାମ୍‌ ଜଳସ୍ତର । ଖୋଲିଲା ଆଉ ୮ଟି ଗେଟ୍‌। ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ। ଉପରମୁଣ୍ଡରେ ବର୍ଷା ପାଇଁ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ । ବାମପଟର ୧୩ ଓ ଡାହାଣ ପଟର…

ହୀରାକୁଦରୁ ଛଡାଗଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ରବିବାର ଅର୍ଥାତ୍ ଆଜି ହୀରାକୁଦ ଛାଡ଼ିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଫାଟକ ଖୋଲାଯାଇଥିଲା ପରେ ଡ୍ୟାମର ୧୨ଟି ଗେଟ୍‌ ଖୋଲାଯାଇଥିବା ସୂଚନା ରହିଛି । ବାମପଟର ୮ ଏବଂ ଦକ୍ଷିଣପାର୍ଶ୍ବରେ ୪ଟି ଗେଟ୍‌ ଖୋଲାଯାଇଛି…

ପରମାଣପୁର ହାଇ ସ୍କୁଲ ରେ ୭୬ତମ ବନ ମହୋତ୍ସବ

ପରମାଣପୁର ହାଇ ସ୍କୁଲ ରେ ୭୬ତମ ବନ ମହୋତ୍ସବ ପରମାଣପୁର – ଆଜି ଶୁକ୍ରବାର ତା ୪. ୭. ୨୦୨୫ ଦିନ ପରମାଣପୁର ଉଚ୍ଚ ବିଦ୍ୟାଳୟରେ ୭୬ତମ ବିନମହୋତ୍ସବ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶ୍ରୀ ତପନେଶ୍ୱର ସାହୁ ଙ୍କ ଅଧ୍ୟକତାରେ ଆୟୋଜିତ…

ଜୁଲାଇ ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

ଭୂବନେଶ୍ୱର: ପାରମ୍ପରିକ ପୂଜା ପରେ ଜୁଲାଇ ୬ ତାରିଖରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ସମ୍ବଲପୁରରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଛି। ଯାହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ…

ଅର୍ଡ଼ାବାହାଲ ଯୁକ୍ତ ଦୁଇ କଲେଜରେ ବନ ମହୋତ୍ସବ ସପ୍ତାହ ପାଳିତ

ଅର୍ଡ଼ାବାହାଲ ଯୁକ୍ତ ଦୁଇ କଲେଜରେ ବନ ମହୋତ୍ସବ ସପ୍ତାହ ପାଳିତ କୁଚିଣ୍ଡା :୨/୬: କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡ଼ା ବହାଲ୍ ସ୍ଥିତ ପି ଏମ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ( ଏସ ଏସ ଡି) ବିଦ୍ୟାଳୟ ପରିସରରେ ଆଜି ଜାତୀୟ…

୪୦,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

ଭୂବନେଶ୍ୱର: ସମ୍ବଲପୁର ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଭୀଷ୍ମ ପ୍ରଧାନ ସମ୍ବଲପୁର ଜିଲ୍ଲାର ଜମନକିରା ତହସିଲ ଅନ୍ତର୍ଗତ…

କଥା କହି ନ ପାରୁଥିବା ପକ୍ଷୀ ମାନଙ୍କ ପାଇଁ ଜଳ ଛତ୍ରର ବ୍ୟବସ୍ଥା କଲେ ପ୍ରକୃତି ବନ୍ଧୁ ସରୋଜ ମେହେର

କଥା କହି ନ ପାରୁଥିବା ପକ୍ଷୀ ମାନଙ୍କ ପାଇଁ ଜଳ ଛତ୍ରର ବ୍ୟବସ୍ଥା କଲେ ପ୍ରକୃତି ବନ୍ଧୁ ସରୋଜ ମେହେର କୁଚିଣ୍ଡା ଦିନୁ ଦିନ ଗ୍ରୀଷ୍ମ ପ୍ରଭାବ ବଢ଼ି ବଢ଼ି ଚାଲିଛେ ଆଉ ନଈ ନାଳ ସୁଖୀ ସୁଖୀ ଯାଉଛି ପାଣି…

ଜମନକିରା ବ୍ଲକ,ଭାଜପୂର୍ ର ଶଗଦେଶ୍ୱର୍ ଶୀତଳ ଷଷ୍ଟି ଯାତ୍ରା ପାଳିତ

1-6-2025, ସମ୍ବଲପୁର ଜିଲ୍ଲା,ଜମନକିରା ବ୍ଲକ,ଭାଜପୂର୍ ର ଶଗଦେଶ୍ୱର୍ ଶୀତଳ ଷଷ୍ଟି ଯାତ୍ରା ପାଳିତ ହୋଇଯାଇଛି।ପୂଜକ ପୁରୁଷୋତ୍ତମ ମହାପାତ୍ର ପୂଜାର୍ଚ୍ଚନା କରିଥିଲେ, ବରକର୍ତ୍ତା ଶ୍ରୀଯୁକ୍ତ ରବୀନ୍ଦ୍ର ପରିଡ଼ା ଓ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ପରିଡ଼ା ।କନ୍ୟାକର୍ତା ଭାବରେ ଶ୍ରୀଯୁକ୍ତ ଅକ୍ଷୟ ନାୟକ ଓ…

ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ, ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଲା ଗଗନପବନ

ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ମହା ଆଡମ୍ବରରେ ଦେବ ଦମ୍ପତି ବିବାହ ସମ୍ପନ୍ନ ହୋଇଛି । ବ୍ରହ୍ମ ମୁହୂର୍ତ୍ତରେ ଦେବ ଦମ୍ପତି ମହାଦେବ ଓ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି । ବେଲପତ୍ର ଓ ପଦ୍ମଫୁଲରେ ହୋଇଛି ହସ୍ତବନ୍ଧନ। ଶୋଭାଯାତ୍ରାରେ ବିଭିନ୍ନ ଯାତ୍ରା…