
1-6-2025, ସମ୍ବଲପୁର ଜିଲ୍ଲା,ଜମନକିରା ବ୍ଲକ,ଭାଜପୂର୍ ର ଶଗଦେଶ୍ୱର୍ ଶୀତଳ ଷଷ୍ଟି ଯାତ୍ରା ପାଳିତ ହୋଇଯାଇଛି।ପୂଜକ ପୁରୁଷୋତ୍ତମ ମହାପାତ୍ର ପୂଜାର୍ଚ୍ଚନା କରିଥିଲେ, ବରକର୍ତ୍ତା ଶ୍ରୀଯୁକ୍ତ ରବୀନ୍ଦ୍ର ପରିଡ଼ା ଓ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ପରିଡ଼ା ।କନ୍ୟାକର୍ତା ଭାବରେ ଶ୍ରୀଯୁକ୍ତ ଅକ୍ଷୟ ନାୟକ ଓ ତାଙ୍କ ଧର୍ମପତ୍ନୀ ପ୍ରଦାଇନି ପଟେଲ କନ୍ୟା କର୍ତ୍ତା ଭାବେ ଯଜ୍ଞ ରେ ବସିଥିଲେ।ଜମନକିରା

ଡ୍ରାଇଭର ସଂଘ ଡିବିରି ମୁଣ୍ଡା ପଞ୍ଚାୟତ ର ଡ୍ରାଇଭର ଭାଇମାନେ ପାନୀୟ ଜଳ ବଣ୍ଟନ କରିଥିଲେ।ରାତ୍ରୀରେ ଭଜନ ସନ୍ଧ୍ୟା ଓ ଆର୍କେଷ୍ଟା ହୋଇଥିଲା,ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ଓ ବାପି ପରିଡ଼ା ଓ ତାଙ୍କ ଧର୍ମପତ୍ନୀ ସୁମି ପରିଡ଼ା ଙ୍କ ପୁତ୍ର କୁ ଅର୍ଣ୍ଣ ପ୍ରାସନ୍ନ କରାଯାଇଥିଲା।




