Category: ସୁନ୍ଦରଗଡ଼

ସୁନ୍ଦରଗଡରୁ ବିସ୍ଫୋରକ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ: ଗତ ମାସରେ ସୁନ୍ଦରଗଡର କେ ବଳଙ୍ଗ ଥାନା ଅନ୍ତର୍ଗତ ବାଙ୍କୋରେ ବିସ୍ଫୋରକ ଭର୍ତି ଏକ ଟ୍ରକ୍ କୁ ପଥର ଖଣି ନିକଟରୁ ଲୁଟ କରିବାକୁ ଚେଷ୍ଟା କରାଯାଉଥିଲା। ସେହି ଘଟଣାରେ ପୋଲିସ ଜର୍ଜ ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ ଗିରଫ…

ବିଧାୟକ ଯୋଗେଶ ସିଂଙ୍କୁ ଉଠାଇ ନେଲା ପୋଲିସ

ସୁନ୍ଦରଗଡ଼: ବିଧାୟକ ଯୋଗେଶ ସିଂଙ୍କୁ ଉଠାଇ ନେଲା ପୋଲିସ। ଯୋଗେଶଙ୍କ ସହ ପ୍ରାୟ ୨୦ ଜଣଙ୍କୁ ଉଠାଇ ନେଲା ହେମଗିରି ପୋଲିସ। ବରପାଲି ରେଲୱେ ସାଇଡିଂକୁ ବିରୋଧ ବେଳେ ପୋଲିସ ଉଠାଇ ନେଇଥିବା ସୂଚନା ରହିଛି। ସାଇଡିଂକୁ ବିରୋଧ କରି ୪…

ସିଲ୍ ହେଲା ଆର୍ୟନ କୋଲ୍ ୱାସେରି

ସୁନ୍ଦରଗଡ଼: ବେଆଇନ୍ କୋଇଲା ଗଚ୍ଛିତ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବୁଧବାର ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଜିଲ୍ଲାର ହେମଗିରି ତହସିଲ ଅଧୀନ କନିକା ନିକଟସ୍ଥ ଆର୍ୟନ କୋଲ୍ ୱାସେରିକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଏହି ଠାରେ ହଜାର…

ଖଣି ଚୋରି ମାମଲାରେ ୪ ମାଫିଆ ଗିରଫ

ସୁନ୍ଦରଗଡ: ଏମସିଏଲ କ୍ଷେତ୍ର ଅଧୀନରେ ଥିବା ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲରେ ଚାଲିଥିବା ଖଣି ଚୋରି ମାମଲାରେ ଆରମ୍ଭ ହେଲା ପୋଲିସ କାର୍ଯ୍ୟାନୁଷ୍ଠାନ । ହେମଗିର ପୋଲିସ ଖଣି ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ…

ଆଜି ମଧ୍ୟ ବେଆଇନ୍‌ କୋଇଲା ଖଣିରେ ଚଢ଼ାଉ ଜାରି

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଅଞ୍ଚଳରେ କୋଲ ୱାସେରି ଓ କୋଲ ଡିପୋ ଉପରେ ଆଜି ଦ୍ଵିତୀୟ ଦିନରେ ମଧ୍ୟ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ ଚଢ଼ଉ ଜାରି ରହିଛି । ପ୍ରଶାସନର ଘନ ଘନ ଚଢାଉରେ ଛତ୍ର ଭଙ୍ଗ ଦେଇଛନ୍ତି କୋଇଲା…

କୋଇଲା ଚୋରି ମାମଲାରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ରମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କୋଇଲା ଚୋରି ଘଟଣାରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କଡ଼ା ଚେତାବନୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ମିଡ଼ିଆ ରିପୋର୍ଟ ଅନୁସାରେ ତଥ୍ୟ ମାଗିବେ । ଏହା ଭିତରେ ଯିଏ ବି ଥାଉନା…

୬ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡିଲେ ଅମିନ

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲର ଅମିନ ଶିଶିର କୁମାର ନାୟକ। ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅମିନ ଶିଶିର କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ । ଲାଞ୍ଚ ଟଙ୍କା ସହ ତାଙ୍କୁ…

ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲାର ନାଲା ରୋଡ ଲେବର ମାର୍କେଟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଓ ଓ.ୟୁ.ଡବ୍ଲୁ.ଏସ.ଏସ ବୋର୍ଡ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରମ ଓ ଇ.ଏସ.ଆଇ ବିଭାଗ ମାନ୍ୟବର…

ନକ୍ସଲଙ୍କ ବଡ଼ଧରଣର ଯୋଜନା ପଣ୍ଡ

ନକ୍ସଲଙ୍କ ବଡ଼ଧରଣର ଯୋଜନା ପଣ୍ଡ ସୁନ୍ଦରଗଡ଼ ରେଳ ଧାରଣା ନିକଟରୁ ଲ୍ୟାଣ୍ଡମାଇନ ଜବତ। ଟୋପାଡ଼ି ରେଳ ଷ୍ଟେସନ ନିକଟରୁ ଲ୍ୟାଣ୍ଡମାଇନ ଉଦ୍ଧାର। ୧୦ କେଜିର ଲ୍ୟାଣ୍ଡମାଇନ ଉଦ୍ଧାର। ବୋମା ନିଷ୍କ୍ରିୟ ଟିମ୍‌ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି। ଘଟଣାସ୍ଥଳରେ ଜୋରଦାର ଅପରେସନ ଜାରି…

ରାଉରକେଲା : ଗାଧୋଉଥିବା ବେଳେ କୋଏଲ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ।। ଅନ୍ୟ ଚାରିଜଣ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ

ରାଉରକେଲା : ଗାଧୋଉଥିବା ବେଳେ କୋଏଲ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ।। ଅନ୍ୟ ଚାରିଜଣ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ ରାଉରକେଲା ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ କୋଏଲ ନଦୀରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି।…

You missed